Explore

Search

August 13, 2026 7:48 am

ଦେବଗଡ : ସାପ କାମୁଡ଼ାରେ ଶିଶୁପୁତ୍ରର ମୃତ୍ୟୁ , ବାପା ଗୁରୁତର ।

ଦୁଇମାସର ଶିଶୁପୁତ୍ର ସହିତ ଶୋଇଥିଲେ ବାପା । ଶୋଇଥିବା ଅବସ୍ଥାରେ ଉଭୟଙ୍କୁ କାମୁଡ଼ିଲା ବିଷଧର ସାପ । ଘଟଣା ସ୍ଥଳରେ ଶିଶୁପୁତ୍ର ମୃତ୍ୟୁବରଣ କରିଥିବା ବେଳେ, ବାପା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି

ଦୁଇମାସର ଶିଶୁପୁତ୍ର ସହିତ ଶୋଇଥିଲେ ବାପା । ଶୋଇଥିବା ଅବସ୍ଥାରେ ଉଭୟଙ୍କୁ କାମୁଡ଼ିଲା ବିଷଧର ସାପ । ଘଟଣା ସ୍ଥଳରେ ଶିଶୁପୁତ୍ର ମୃତ୍ୟୁବରଣ କରିଥିବା ବେଳେ, ବାପା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକର ତିଲେଇମାଳ ଗାଁରେ ।
ଦେବଗଡ ୧୦/୮ – ସାପ କାମୁଡ଼ାରେ ଚାଲିଗଲା ୨ ମାସ ଶିଶୁର ଜୀବନ। ଏହାସହିତ ବାପା ଗୁରୁତର ହୋଇଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକର ତିଲେଇମାଳ ଗାରେ। ମୃତ ଶିଶୁ ହେଲେ ସେହି ଗ୍ରାମର ରାମଚନ୍ଦ୍ର କିଶାନ ଙ୍କ ପୁଅ ନିତେଶ (୨ମାସ) । ରାମଚନ୍ଦ୍ର ଗୁରୁତର ଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳେ ରାମଚନ୍ଦ୍ର ଓ ତାଙ୍କ ପୁଅ ନିତେଶ ଘରର ବାରଣ୍ଡାରେ ଶୋଇଥିବା ବେଳେ  ଉଭୟଙ୍କୁ ବିଷଧର ସାପ କାମୁଡ଼ି ଥିଲା। ତେବେ ଘଟଣାସ୍ଥଳରେ ଶିଶୁପୁତ୍ର ନିତେଶର ମୃତ୍ୟୁ ଘଟିଥିଲା। ବାପା ରାମଚନ୍ଦ୍ରଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ନକରି ପ୍ରଥମେ ଝଡ଼ାଫୁଙ୍କା କରିଥଲେ। ମାତ୍ର ପରେ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
📰 संबंधित खबरें सभी देखें
ताजा खबरें
विज्ञापन
🌤 मौसम — लखनऊ, UP
--°C
लोड हो रहा है...
📍 लखनऊ, उत्तर प्रदेश
--%
नमी
-- km/h
हवा
--°C
महसूस
विज्ञापन
📂 श्रेणियाँ
🏷️ लोकप्रिय टैग्स