ଦେବଗଡ : ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଚାଲିଛି ସାଇବର ସୁରକ୍ଷା ସଚେତନତା ଅଭିଯାନ ।
ଦେବଗଡ : ମେଣ୍ଢା ମାଂସ ବିକ୍ରିକୁ ନେଇ ହତ୍ୟାକାଣ୍ଡ । ବାପକୁ ଟାଙ୍ଗିଆରେ ହାଣି ହତ୍ୟାକଲା ପୁଅ ।
ଦେବଗଡ : ଜନ୍ତୁ ଶିକାର ପାଇଁ ଚାଲିଥିଲା ପ୍ରସ୍ତୁତି, ମାଡ଼ିବସିଲା ବନବିଭାଗ, ଶିକାରୀ ଗିରଫ ।


ସାଂସଦ ବିଧାୟକଙ୍କୁ କିପରି ବ୍ୟବହାର ପ୍ରଦର୍ଶନ କରିବେ ଅଫିସର ? କେନ୍ଦ୍ର ସରକାର ଜାରିକଲେ ମାର୍ଗଦର୍ଶିକା ।
ବିଧାୟକ, ସାଂସଦଙ୍କୁ କେମିତି ବ୍ୟବହାର କରିବେ ଅଫିସର ? ଜନପ୍ରତିନିଧି ମାନେ ସରକାରୀ କାର୍ଯ୍ୟାଳୟକୁ ଆସିଲେ କେମିତି କରିବେ ସ୍ୱାଗତ ? ସାଂସଦ ଓ ବିଧାୟକ ମାନଙ୍କ ସହ ସରକାରୀ ଅଧିକାରୀଙ୍କ ସମ୍ପର୍କ ଓ

କିଏ ହେବ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ? ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କିଏ ହେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ? ଏହାକୁ ନେଇ ଜୋର୍ ଧରିଛି କଳ୍ପନାଜଳ୍ପନା । ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ସରଗରମ ହେବାରେ ଲାଗିଥିବା ବେଳେ, ଏହି

ଦେବଗଡ଼ ପୌର ଉପ ନଗରପାଳଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଜାଲ ଦସ୍ତଖତ ହୋଇଥିବା ଅଭିଯୋଗ , ୮ କାଉଁସିଲର ଙ୍କ ବିରୁଦ୍ଦରେ ଏତଲା ଦେଲେ ଉପ ନଗରପାଳ ପ୍ରଜିତ ଭୋଜ ।
ଦେବଗଡ଼ ପୌର ପରିଷଦର ଉପନଗରପାଳ ପ୍ରଜିତ ଭୋଜଙ୍କ ବିରୋଧରେ ଗତ ସେପ୍ଟେମ୍ବର ୫ ତାରିଖରେ ନିଜ ଦଳ ବିଜେପିର ୪ ଜଣଙ୍କ ସହ ବିଜେଡିର ୪ କାଉନସିଲର ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କ ନିକଟରେ

ଆଶନ୍ତା ୨୭ରେ ବିଜେଡିର ହେବ ଗୁରୁତ୍ବପୂର୍ଣ୍ଣ ବୈଠକ । ନିର୍ବାଚନରେ ପରାଜୟ ପାଇଁ ଦଳ କରିବ ମାନସମନ୍ଥନ । ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବ ସାଂଗଠନିକ ରଣନୀତି ।
ବିଜେଡି ଏବେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିରୋଧ କରୁଥିଲେ ହେଁ , ଏହା ବିଶେଷ ପ୍ରଭାବୀ ହେଉନାହିଁ | ତୃଣମୂଳ ସ୍ତରରେ ଥିବା ବିଜେଡି ସଂଗଠନ ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିପାରୁନି ।

ଦେଶରେ କରୋନା ଗ୍ରାଫ ଉପରମୁହାଁ; ଦିନକରେ ଟପିଲା ୬ହଜାର – News18 ଓଡିଆ
News18 Odia Digital Corona Update: ଦେଶରେ କରୋନା(Corona) ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶୁକ୍ରବାର ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୬୦୫୫ ଜଣ କରୋନା ସଂକ୍ରମିତ

ଦେଶରେ ବଢ଼ି ଚାଲିଛି କରୋନା ମାମଲା; ପୁଣି ୬ ହଜାର ମୁହାଁ ସଂକ୍ରମଣ
News18 Odia Digital Corona Update in India: ଦେଶରେ ଆଜି ପୁଣି ବଢ଼ିଲା କରୋନା (Corona Case) ସଂକ୍ରମଣ। ପୁଣି ୬ ହଜାର ମୁହାଁ ସଂକ୍ରମଣ (Coronavirus)। ୨୪ ଘଣ୍ଟାରେ ୫ ହଜାର

ପୁଣି ହେବ ଲକଡାଉନ ? କରୋନାକୁ ନେଇ ରାଜ୍ୟ ସରକାରଙ୍କ ବାର୍ତ୍ତା !
News 18 Odia Digital ଭୁବନେଶ୍ୱର: କୋରୋନା (Corona) ନେଇ ଓଡ଼ିଶା ସରକାରଙ୍କ ସତର୍କ ବାର୍ତ୍ତା । ବହୁବିଧ ରୋଗରେ ପୀଡ଼ିତ ଥିଲେ ସତର୍କ (alert) ରହିବାକୁ ପରାମର୍ଶ ଦେଇଛନ୍ତି । ଜନସାଧାରଣ କୋଭିଡ୍

କରୋନା ମୁକାବିଲା ପାଇଁ BMCର ପ୍ରସ୍ତୁତି; ଏହି ଅଞ୍ଚଳର ଡାକ୍ତରଖାନାରେ ଆଜି ହେବ ମକ ଡ୍ରିଲ୍
News18 Odia Digital BMC on Corona: ବର୍ତ୍ତମାନ ଦେଶରେ କରୋନା (Corona Case) ପ୍ରକୋପ ବଢ଼ିଚାଲିଛି। ମେ କିମ୍ବା ଜୁନ୍ ବେଳକୁ ଓଡ଼ିଶା (Odisha) ସମେତ ମହାନଗର ନିଗମ ଅଞ୍ଚଳରେ କୋଭିଡ (Covid19)

୮ ହଜାର ମୁହାଁ ସଂକ୍ରମଣ, ସତର୍କ କରାଇଲେ ଡାକ୍ତର – News18 ଓଡିଆ
News 18 Odia Digital ନୂଆଦିଲ୍ଲୀ: ଦେଶରେ କରୋନା (corona)ର ଲମ୍ବ ଡିଆଁ । ୮ ହଜାର ମୁହାଁ ସଂକ୍ରମଣ । ୨୪ ଘଣ୍ଟାରେ ୭ ହଜାର ୮୩୦ ନୂଆ ମାମଲା (new cases)

କରୋନାର ବଢୁଛି ପ୍ରକୋପ; ୧୦ ହଜାର ଟପିଲା ଦୈନିକ ସଂକ୍ରମଣ – News18 ଓଡିଆ
News18 Odia Digital Corona Update in India: ପୁଣି ବଢ଼ିଲାଣି କରୋନା ଭୟ (Corona)। ୧୦ ହଜାର ଟପିଲା ଦୈନିକ ସଂକ୍ରମଣ (Corona Case)। ୨୪ ଘଣ୍ଟାରେ ୧୦,୧୫୮ ପଜିଟିଭ ଚିହ୍ନଟ। ସକ୍ରିୟା


