Explore

Search
Close this search box.

Search

April 28, 2025 4:13 am

September 26, 2024

ଦାଉ ସାଜିଲା ଲଗାଣ ବର୍ଷା , ଭାଙ୍ଗିଗଲା ଘର , ବାସହରା ହୋଇଗଲେ ଭାଲିଆଡ଼ିହି ଗାଁର ଗରିବ ପରିବାର ।

ଦାଉ ସାଜିଲା ଲଗାଣ ବର୍ଷା । ଭାଙ୍ଗିଗଲା ଘର । ବାସହରା ହୋଇଗଲେ ଏକ ଗରିବ ପରିବାର । ଏମିତି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତାଳକୁଣ୍ଡି ପଞ୍ଚାୟତ ଭାଳିଆଡ଼ିହି ଗ୍ରାମରେ ।

ଆଶନ୍ତା ୨୭ରେ ବିଜେଡିର ହେବ ଗୁରୁତ୍ବପୂର୍ଣ୍ଣ ବୈଠକ । ନିର୍ବାଚନରେ ପରାଜୟ ପାଇଁ ଦଳ କରିବ ମାନସମନ୍ଥନ । ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବ ସାଂଗଠନିକ ରଣନୀତି ।

ବିଜେଡି ଏବେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିରୋଧ କରୁଥିଲେ ହେଁ ,  ଏହା ବିଶେଷ ପ୍ରଭାବୀ ହେଉନାହିଁ | ତୃଣମୂଳ ସ୍ତରରେ ଥିବା ବିଜେଡି ସଂଗଠନ ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିପାରୁନି ।

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer