ଦେବଗଡ : ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଚାଲିଛି ସାଇବର ସୁରକ୍ଷା ସଚେତନତା ଅଭିଯାନ ।
ଦେବଗଡ : ମେଣ୍ଢା ମାଂସ ବିକ୍ରିକୁ ନେଇ ହତ୍ୟାକାଣ୍ଡ । ବାପକୁ ଟାଙ୍ଗିଆରେ ହାଣି ହତ୍ୟାକଲା ପୁଅ ।
ଦେବଗଡ : ଜନ୍ତୁ ଶିକାର ପାଇଁ ଚାଲିଥିଲା ପ୍ରସ୍ତୁତି, ମାଡ଼ିବସିଲା ବନବିଭାଗ, ଶିକାରୀ ଗିରଫ ।


ଲାଗୁ ହେଲା ରାଜ୍ୟ ସରକାରଙ୍କ ନୂଆଁ ବଦଳି ନୀତି : ଟ୍ରାନ୍ସଫର୍ ପାଇଁ ବାହ୍ୟ ଚାପ ପକାଇଲେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ।
OAS ଓ ORS ଙ୍କ ପାଇଁ ଲାଗୁହେଲା ନୂଆଁ Transfer Policy : ଦୁର୍ଗମ ଅଞ୍ଚଳରେ ସେବା ବାଧ୍ୟତାମୂଳକ, ଜଣେ ଅଫିସର ଗୋଟିଏ ସ୍ଥାନରେ ସର୍ବନିମ୍ନ ଦୁଇ ବର୍ଷ ଓ ସର୍ବାଧିକ ତିନି ବର୍ଷ

ଘରୋଇ ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ ଖୁସି ଖବର । ବକେୟା ବିଲ୍ ଥିଲେବି ଗ୍ରୀଷ୍ମ ଋତୁରେ କଟାଯିବନି ବିଦ୍ୟୁତ୍ ସଂଯୋଗ ।
ପ୍ରଚଣ୍ଡ ଗ୍ରୀଷ୍ମ ରୁତୁକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଘରୋଇ ବିଦ୍ୟୁତ୍ ଗ୍ରାହକଙ୍କୁ ବଡ଼ ରାହତ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ଯେ, ମୌସୁମୀ ବର୍ଷା

ମାଡିଆସୁଛି କାଳବୈଶାଖୀ , ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ ।
ମାଡ଼ି ଆସୁଛି କାଳବୈଶାଖୀ । ବିଜୁଳି ଘଡ଼ଘଡ଼ି ସହ ମଧ୍ୟମ ବର୍ଷା ହେବାସହ ପ୍ରବଳ ପବନ ବୋହିବା ନେଇ ୟୋଲୋ ୱାର୍ଣ୍ଣିଂ ଜାରିକରିଛି ପାଣିପାଗ ବିଭାଗ । ଭୁବନେଶ୍ୱର ୫/୪ – ଆସନ୍ତାକାଲି ୬ ତାରିଖ

ବିଧାନସଭାରେ ଉଠିଲା ଧାନବିକ୍ରି ପ୍ରସଙ୍ଗ । ଧାନ ଦେଖାଇ ଗୃହରେ ପ୍ରତିବାଦ କଲେ ବିଜେଡି ବିଧାୟକ ।
ବିଧାନସଭାରେ ଧାନ ଧମାକା । ଗୃହରେ ଧାନ ରଖି ବିଜେଡିର ଜୋରଦାର ପ୍ରତିବାଦ । ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଣ୍ଡରେ ଗାମୁଛା ବାନ୍ଧି ଗୋଟିଏ ଧାନ ବସ୍ତା ମୁଣ୍ଡାଇ ଗୃହ ମଧ୍ୟଭାଗକୁ ଆସିବା

ଆସନ୍ତା କାଲି ଜାନୁଆରୀ ୨୮ ତାରିଖ ଓଡ଼ିଶା ବନ୍ଦ ଡାକରା ଦେଲା ନବନିର୍ମାଣ କୃଷକ ସଂଗଠନ ।
ଆସନ୍ତା କାଲି ଜାନୁୟାରୀ ୨୮ ରେ ଓଡ଼ିଶା ବନ୍ଦ । ଓଡ଼ିଶା ବନ୍ଦ ଆନ୍ଦୋଳନ ଡ଼ାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଧାନମଣ୍ଡି ଓ ଧାନବିକ୍ରିରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ନାଁରେ

ଓଡ଼ିଶାରେ ହେବ ନୂଆ ଲୋକସେବା ଭବନ ଓ ଅତ୍ୟାଧୁନିକ ବିଧାନସଭା କମ୍ପ୍ଲେକ୍ସ ।
ଓଡ଼ିଶାରେ ହେବ ନୂଆ ଲୋକସେବା ଭବନ ଓ ଅତ୍ୟାଧୁନିକ ବିଧାନସଭା କମ୍ପ୍ଲେକ୍ସ । ଓଡ଼ିଶାର ରାଜ୍ୟ ପ୍ରଶାସନକୁ ମିଳିବ ନୂଆ ପରିଚୟ । ନୂଆଦିଲ୍ଲୀର ସେଣ୍ଟ୍ରାଲ୍ ଭିଷ୍ଟା ଢାଞ୍ଚାରେ ନିର୍ମାଣ ହେବ ଅତ୍ୟାଧୁନିକ ଲୋକସେବା

ରାଜ୍ୟର ତିନୋଟି କୋର୍ଟରେ ବୋମା ଧମକ : ପ୍ରାଥମିକ ଯାଞ୍ଚ ପରେ ଧମକ ମିଛଥିବା ସ୍ପଷ୍ଟ ହେଲା ।
କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଛି ଧମକ ପୂର୍ଣ୍ଣ ମେଲ । କଟକ, ସମ୍ବଲପୁର ଓ ଦେବଗଡ ଜିଲ୍ଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ମେଲ ଆସିବା ପରେ କୋର୍ଟ ପରିସରକୁ ତୁରନ୍ତ

ରାଜ୍ୟରେ ନିଲାମ ହେବ ୪୯ ଟି ଖଣି, ଚାଲିଛି ପ୍ରସ୍ତୁତି, ଚୂଡାନ୍ତ ନିଷ୍ପତ୍ତି କୁ ଅପେକ୍ଷା।
ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶାରେ ୪୯ଟି ଖଣି ନିଲାମ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, ଦେବଗଡ ଜିଲ୍ଲାର ଆଡସ – ରାମପାଲି ସୁନାଖଣି ମଧ୍ୟ ଏଥିରେ ସାମିଲ ଅଛି । ସରକାରୀ ସ୍ତରରେ ଏହି

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ନେଇ ସତର୍କ କଲା ପାଣିପାଗ ବିଭାଗ ।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ପୁଣି ବଢିଲା ବାତ୍ୟାର ଭୟ । ସମ୍ଭାବ୍ୟ ବାତ୍ୟା ନେଇ ସତର୍କ କଲା ପାଣିପାଗ ବିଭାଗ । ପୁଣି ବଢିଲା ବାତ୍ୟା ଭୟ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର

ଓଡ଼ିଶାରେ ବଢୁଛି ମହିଳା ବିରୋଧୀ ହିଂସା , ୧୪ ମାସରେ ବିଭିନ୍ନ ଥାନାରେ ରୁଜୁ ହେଲାଣି ୩୭ ହଜାର ୬୧୧ ଟି ମାମଲା ।
ରାଜ୍ୟରେ ଗତ ୧୪ ମାସରେ ବିଭିନ୍ନ ଥାନାରେ ରୁଜୁ ହେଲାଣି ୩୭ ହଜାର ୬୧୧ ଟି ମାମଲା । ସେଥି ମଧ୍ଯରୁ ୯୧୮୧ ଅସଦାଚରଣ, ୨୯୩୩ ଟି ଦୁଷ୍କର୍ମ, ୧୨୭୮ ଟି ଯୌନ ନିର୍ଯାତନା


