Explore

Search
Close this search box.

Search

April 17, 2026 3:44 pm

ରାଜ୍ୟ

ଲଘୁଚାପ ପ୍ରଭାବ : ପୁଣି ଆସୁଛି ପ୍ରବଳ ବର୍ଷା, ୨୭ ତାରିଖ ଠାରୁ ୩୧ ପର୍ଯ୍ୟନ୍ତ ଭିଜିବ ସାରାଓଡ଼ିଶା ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଶନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସାରା

ଅସୁସ୍ଥ ହେଲେ ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ପୁଣିଥରେ ଅସୁସ୍ଥ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତାଙ୍କୁ ଭୁବନେଶ୍ଵର ସ୍ଥିତ ସମ୍ ଅଲଟିମେଟ୍ ମେଡିକେୟାର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ ଯୋଗୁଁ ଆଜି (ରବିବାର)

ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ଉପରେ ଲାଗିଲା କଟକଣା । ଏଣିକି ଆଉ ପ୍ଲାଷ୍ଟିକ ବୋତଲରେ ମିଳିବନି ପେଟ୍ରୋଲ କିମ୍ବା ଡିଜେଲ ।

ଏଣିକି ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ଉପରେ ଲାଗିଲା କଟକଣା। ଯିଏ ଏଭଳି ବିକ୍ରି କରିବ ତା’ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। କେବଳ କାଚ ବୋତଲ ଏବଂ ଟିଣ ବୋତଲରେ ପେଟ୍ରୋଲ ବିକ୍ରି

ଓଡ଼ିଶା ବନ୍ଦ ର ପ୍ରଭାବ : ଦେବଗଡ ଜିଲ୍ଲାରେ ସବୁକିଛି ଠପ୍ , ବନ୍ଦ ପାଳନକୁ ମିଳିଛି ଅଭୂତପୂର୍ବ ଜନ ସମର୍ଥନ ।

ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟରେ ନିର୍ଯ୍ୟାତନାର ଶିକାର ହୋଇଥିବା ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ବିରୋଧ କରି ଆଜି ଜୁଲାଇ ୧୭ ତାରିଖ ଓଡିଶା ବନ୍ଦ ଡାକରା ଦେଇଛି ପ୍ରଦେଶ କଂଗ୍ରେସ । ବାମଦଳ ସମେତ

ବାଲେଶ୍ଵର ଛାତ୍ରୀ ଆତମତ୍ୟା ଘଟଣାକୁ ବିରୋଧ କରି ଆସନ୍ତା କାଲି ଜୁଲାଇ ୧୭ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ । ବନ୍ଦ ରେ ସାମିଲ ହେବେ ୭ ରାଜନୈତିକ ଦଳ ।

ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟରେ ନିର୍ଯ୍ୟାତନାର ଶିକାର ହୋଇଥିବା ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ବିରୋଧ କରି ଆସନ୍ତା କାଲି ୧୭ ଜୁଲାଇ ଦିନ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ବାମଦଳ ସମେତ

ଆସନ୍ତା ୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷିବ। ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ।

ଜୁଲାଇ ୫ ତାରିଖ ଯାଏ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । ଲଘୁଚାପ ଜନିତ ବର୍ଷା ପାଇଁ ରାଜ୍ୟର କିଛି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗ ପୂର୍ବାନୁମାନ ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷିବ।

ପାଣିପାଗ ବିଭାଗର ପୂର୍ବାନୁମାନ ଆଜି ଓ ଆସନ୍ତା କାଲି (ବୁଧବାର, ଗୁରୁବାର) ଦୁଇଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି। କିଛି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଏବଂ ସ୍ଥାନେ ସ୍ଥାନେ ଅତି

ରାଜ୍ୟରେ ବିଜେପି ସରକାରଙ୍କୁ ପୁରିଲା ଗୋଟିଏ ବର୍ଷ । ସରକାରଙ୍କ ସଫଳତା ଓ ବିଫଳତାକୁ ନେଇ ପୁଣି ତେଜିଲା ରାଜନୀତି ।

ସରକାରଙ୍କ ଗୋଟିଏ ବର୍ଷର ସଫଳତା ଓ ବିଫଳତା କୁ ନେଇ ପୁଣିଥରେ ଯୋର୍ ଧରିଛି ରାଜନୀତି । ରାଜ୍ୟରେ ଶାସନାଧୀନ ବିଜେପି ( ଭାରତୀୟ ଜନତା ପାର୍ଟି) ସରକାର ଗୋଟିଏ ବର୍ଷ ପୂର୍ତ୍ତି ଉପଲକ୍ଷେ

ଦଶଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଯୁବ IAS ଅଫିସର ।

ଦଶଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଯୁବ IAS ଅଫିସର । ରେଡ ହ୍ୟାଣ୍ଡେଡରେ ୧୦ ଲକ୍ଷ ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡିଲେ କଳାହାଣ୍ଡି ଧର୍ମଗଡ ଉପ-ଜିଲ୍ଲାପାଳ ଧିମନ ଚକମା

ଦେବଗଡ ଜିଲ୍ଲା ଗସ୍ତରେ ଆସିଲେ ମୁଖ୍ୟମନ୍ତ୍ରୀ , ନବନିର୍ମିତ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସମେତ ୧୫ ଟି ପ୍ରକଳ୍ପର କଲେ ଶୁଭ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ପ୍ରାୟ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer