ଦେବଗଡ : ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଚାଲିଛି ସାଇବର ସୁରକ୍ଷା ସଚେତନତା ଅଭିଯାନ ।
ଦେବଗଡ : ମେଣ୍ଢା ମାଂସ ବିକ୍ରିକୁ ନେଇ ହତ୍ୟାକାଣ୍ଡ । ବାପକୁ ଟାଙ୍ଗିଆରେ ହାଣି ହତ୍ୟାକଲା ପୁଅ ।
ଦେବଗଡ : ଜନ୍ତୁ ଶିକାର ପାଇଁ ଚାଲିଥିଲା ପ୍ରସ୍ତୁତି, ମାଡ଼ିବସିଲା ବନବିଭାଗ, ଶିକାରୀ ଗିରଫ ।


ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ବକ୍ତବ୍ୟକୁ ନିନ୍ଦା କଲା ବିଜେଡ଼ି ।
ବିଜେପି ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଦେଇଥିବା ବିବାଦୀୟ ମନ୍ତବ୍ୟ ବିକଶିତ ଓଡ଼ିଶା ପାଇଁ ନୁହଁ ବିଖଣ୍ଡିତ ଓଡ଼ିଶା ପାଇଁ ଉଦ୍ଧିଷ୍ଟ । ଏହାକୁ ବିଜେଡ଼ି ଦୃଢ଼ ନିନ୍ଦା

ପରଲୋକରେ ଓଲିଉଡ଼ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ।
ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ୬୬ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଗତ କିଛିଦିନ ହେବ ଲିଭର ସିରୋସିସ ରୋଗରେ ସେ ପୀଡିତ ଥିଲେ

ଆଇ. ଟି. ରିଟର୍ଣ୍ଣ ଦେଉଥଲେବି କଟିବନି ରାସନ୍ କାର୍ଡ , ଯୋଗାଣ ମନ୍ତ୍ରୀ ଦେଲେ ସୂଚନା ।
ଆଇ. ଟି. ରିଟର୍ଣ୍ଣ ଦେଇଥିଲେବି କଟିବନି ରାସନ୍ କାର୍ଡ । ଏନେଇ ଆଜି ଆସିଛି ଏକ ଅପଡେଟ । ଏହି ଅପଡେଟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆୟକର ରିଟର୍ଣ୍ଣ (

ଦେବଗଡ ଜିଲ୍ଲାରେ ସରିଛି GSI G2 ସର୍ଭେ : ସୁନା ସହିତ ମିଳିଛି ତମ୍ବା, ନିକେଲ, ରୂପା ଓ ଗ୍ରାଫାଇଟ ର ସନ୍ଧାନ । ବିଧାନସଭାରେ ଖଣିମନ୍ତ୍ରୀ ଦେଲେ ସୂଚନା ।
ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଆଡସ ପଞ୍ଚାୟତର ଆଡ଼ସ ଓ ରାମପାଲି ଅଞ୍ଚଳରେ ମିଳିଛି ସୁନାର ସନ୍ଧାନ । ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା (GSI) ଦ୍ବାରା ଜି-୨ ସ୍ତରରେ ଅନୁସନ୍ଧାନ କରାଯାଇ ଉକ୍ତ ଅଞ୍ଚଳରେ

ରାଜ୍ୟରେ ଅଛନ୍ତି ମୋଟ୍ ୨୧୦୩ ଟି ହାତୀ । ପ୍ରତିବର୍ଷ ବିଭିନ୍ନ କାରଣରୁ ଯାଉଛି ହାରାହାରି ୮୧ ହାତୀଙ୍କ ଜୀବନ । ବିଧାନସଭାରେ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।
ବିଧାନସଭାରେ ଉଠିଲା ହାତୀମୃତ୍ୟୁ ପ୍ରସଙ୍ଗ । ହାତୀମୃତ୍ୟୁ ପ୍ରସଙ୍ଗରେ ବିରୋଧିଙ୍କ ପ୍ରଶ୍ନର ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ୨୦୨୪ ମସିହା ନଭେମ୍ବର ମାସରେ ହୋଇଥିବା

ରାଜ୍ୟର ୩୧୪ ବ୍ଲକରେ ନିର୍ମାଣ ହେବ ବ୍ଲକସ୍ତରୀୟ ଷ୍ଟାଡ଼ିୟମ , ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ରାଜ୍ୟର ୩୧୪ ଟି ବ୍ଲକରେ ନିର୍ମାଣ ହେବ ବ୍ଲକସ୍ତରୀୟ ଷ୍ଟାଡ଼ିୟମ । ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ରାଜ୍ୟର ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନେଇଛନ୍ତି

ଦେବଗଡ ପୌରଧ୍ୟକ୍ଷା ଶାନ୍ତିମଞ୍ଜାରୀ ଦେଇ ବହିଷ୍କୃତ । ଓଡ଼ିଶା ମ୍ୟୁନିସିପାଲ ଏକ୍ଟ୍ ୧୯୫୦ ଧାରା ୫୩ ଅନୁଯାୟୀ ଦେବଗଡ ପୌର ପରିଷଦ ବିଜେଡ଼ି ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇଙ୍କୁ ତାଙ୍କ ପଦବୀରୁ ବହିଷ୍କୃତ କରାଯାଇଛି ।
ଦେବଗଡ ପୌରଧ୍ୟକ୍ଷା ଶାନ୍ତିମଞ୍ଜାରୀ ଦେଇ ବହିଷ୍କୃତ । ଓଡ଼ିଶା ମ୍ୟୁନିସିପାଲ ଏକ୍ଟ୍ ୧୯୫୦ ଧାରା ୫୩ ଅନୁଯାୟୀ ଦେବଗଡ ପୌର ପରିଷଦ ବିଜେଡ଼ି ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇଙ୍କୁ ତାଙ୍କ ପଦବୀରୁ ବହିଷ୍କୃତ କରାଯାଇଛି ।

ବଢିଲା ସରକାରୀ ବାବୁଙ୍କ ଗାଡ଼ିଚଢ଼ା ଭଡା , ଦୀର୍ଘ ଆଠବର୍ଷ ପରେ ତୈଳଦର ବୃଦ୍ଧିକୁ ନଜରରେ ରଖି ସରକାରୀ ବାବୁଙ୍କ ଗାଡ଼ିଚଢ଼ା ଭଡା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।
ବଢିଲା ସରକାରୀ ବାବୁଙ୍କ ଗାଡ଼ି ଚଢ଼ା ଭଡା । ଦୀର୍ଘ ଆଠବର୍ଷ ପରେ ତୈଳଦର ବୃଦ୍ଧିକୁ ନଜରରେ ରଖି ସରକାରୀ ବାବୁଙ୍କ ଗାଡ଼ିଚଢ଼ା ଭଡା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ପ୍ରଶାସନିକ

ଆଶନ୍ତା ଫେବୃଆରୀରେ ରାଜ୍ୟରେ ଲାଗୁ ହେବାକୁ ଯାଉଛି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ।
ଆସନ୍ତା ଫେବୃଆରୀରେ ରାଜ୍ୟରେ ଲାଗୁ ହେବାକୁ ଯାଉଛି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏହି ଯୋଜନାରେ ପାଖାପାଖି ୩୦ ହଜାର ହସପିଟାଲ ଅନୁବନ୍ଧିତ ହେବ । ରାଜ୍ୟ
ଚିନ୍ତା ବଢ଼ାଉଛି HMPV , ଚୀନ ରୁ ଭାରତକୁ ଆସୁଛି ଭାଇରସ ।
ଚୀନରୁ ଭାରତକୁ ବ୍ୟାପିଲା ‘ହ୍ୟୁମାନ ମେଟାନ୍ୟୁମୋଭାଇରସ’ (human metapneumo virus) ବା HMPV । କର୍ଣ୍ଣାଟକ ୨ ଓ ଗୁଜୁରାଟରୁ ଜଣେ ଶିଶୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବେଙ୍ଗାଲୁରୁ ଜଣେ ୩ ମାସର


