Explore

Search
Close this search box.

Search

April 27, 2025 7:32 pm

ଇସ୍ରାଏଲକୁ ସିଧା ଟାର୍ଗେଟ କଲା ଇରାନ , ୨ ଶହରୁ ଅଧିକ କ୍ଷେପଣାସ୍ତ୍ର ମାଡ ।

ଇସ୍ରାଏଲକୁ ସିଧା ଟାର୍ଗେଟ କଲା ଇରାନ । ୨ ଶହରୁ ଅଧିକ କ୍ଷେପଣାସ୍ତ୍ର ମାଡ । କଡା ଜବାବ ଦେବାକୁ ଇସ୍ରାଏଲର ପ୍ରସ୍ତୁତି । ଇସ୍ରାଏଲ ସମର୍ଥନରେ ଆମେରିକାର ସିଧା ହସ୍ତକ୍ଷେପ । ଭାରତୀୟ ନାଗରିକଙ୍କ ପାଇଁ ଜାରି ହେଲା ଆଡଭାଇଜରୀ ।

ଇସ୍ରାଏଲ ଉପରେ ବଡଧରଣର ଆକ୍ରମଣ କରିଛି ଇରାନ । ଗତକାଲି ରାତିରେ ଏକକାଳୀନ ପ୍ରାୟ ୨ ଶହରୁ ଅଧିକ କ୍ଷେପଣାସ୍ତ୍ର ମାଡ କରି ଇସ୍ରାଏଲର ଏକାଧିକ ଅଞ୍ଚଳକୁ ଟାର୍ଗେଟ କରିଛି ଇରାନ ସେନା । ଇସ୍ରାଏଲର ବାୟୁ ପ୍ରତିରକ୍ଷା ପ୍ରଣାଳୀ ‘ଆଇରନ୍‌ ଡୋମ୍‌’ କିଛି ଇରାନୀ କ୍ଷେପଣାସ୍ତ୍ରକୁ ମଝି ଆକାଶରେ ଇଣ୍ଟରସେପ୍ଟ କରିଥିଲେ ସୁଦ୍ଧା କିଛି କ୍ଷେପଣାସ୍ତ୍ର ଟାର୍ଗେଟ ହିଟ୍‌ କରିବାରେ ସଫଳ ହୋଇଛି । ଭାରତୀୟ ସମୟ ରାତି ପ୍ରାୟ ସାଢେ ୧୦ ଟାରେ ଏହି ଆକ୍ରମଣ ହୋଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer