Explore

Search
Close this search box.

Search

May 18, 2025 5:10 pm

November 22, 2024

ଛତିଶଗଡରେ ନକ୍ସଲ ଅପରେସନ : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୧୦ ନକ୍ସଲ ।

ଛତିଶଗଡରେ ସୁରକ୍ଷାକର୍ମୀଙ୍କ ନକ୍ସଲ ଅପରେସନ । ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୧୦ ନକ୍ସଲ । ବିପୁଳ ପରିମାଣରେ ମାରଣାସ୍ତ୍ର ଓ ମାଓ ସାମଗ୍ରୀ ଜବତ

ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଦେବଗଡ ଜିଲ୍ଲାର ବହୁଚର୍ଚ୍ଚିତ ଗଇଲୋ ଘାଟି । ଘାଟିରାସ୍ତାର ସୁରକ୍ଷା ପ୍ରତି ବିଭାଗୀୟ କତ୍ତୃପକ୍ଷଙ୍କ ନଜର ନାହିଁ ।

ସେଦିନ ଥିଲା ୨୦୧୬ ମସିହା ଏପ୍ରିଲ ୧୭ ତାରିଖ । ଦେବଗଡ ଜିଲ୍ଲା ଗଇଲୋ ଘାଟିରେ ଘଟିଥିଲା ମର୍ମନ୍ତୁଦ ବସ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ  ଖସିପଡ଼ିଥିଲା ଯାତ୍ରୀବାହୀ ବସ ।

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer