Explore

Search
Close this search box.

Search

April 28, 2025 11:36 am

ବଢିଲା ସରକାରୀ ବାବୁଙ୍କ ଗାଡ଼ିଚଢ଼ା ଭଡା , ଦୀର୍ଘ ଆଠବର୍ଷ ପରେ ତୈଳଦର ବୃଦ୍ଧିକୁ ନଜରରେ ରଖି ସରକାରୀ ବାବୁଙ୍କ ଗାଡ଼ିଚଢ଼ା ଭଡା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

ବଢିଲା ସରକାରୀ ବାବୁଙ୍କ ଗାଡ଼ି ଚଢ଼ା ଭଡା । ଦୀର୍ଘ ଆଠବର୍ଷ ପରେ ତୈଳଦର ବୃଦ୍ଧିକୁ ନଜରରେ ରଖି ସରକାରୀ ବାବୁଙ୍କ ଗାଡ଼ିଚଢ଼ା ଭଡା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

ବରିଷ୍ଠ ପ୍ରଶାସନିକ ଅଧିକାରୀ IAS, IPS ଓ IFS ଅଧିକାରୀଙ୍କ ସରକାରୀ ଗାଡ଼ି ଚଢ଼ା ଭଡା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ IAS, IPS, IFS ଅଧିକାରୀ ମାନେ ୩୦୦ କିଲୋମିଟର ଭିତରେ ଯିବା ଆସିବା ପାଇଁ ୨୫୨୦ ଦେଉଥିଲେ ସରକାର । ବର୍ତ୍ତମାନ ଏହା ୩୭୨୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ୩୦୦ କିଲୋମିଟର ରୁ ଅଧିକ ହେଲେ ୪୨୨୦ ଟଙ୍କା ଦେଉଥିଲେ ସରକାର । ବର୍ତ୍ତମାନ ଏହା ୬୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer