Explore

Search
Close this search box.

Search

June 21, 2025 2:07 pm

ଭାରତର ବିଶିଷ୍ଟ ଶିଳ୍ପପତି ତଥା ବିଜନେସ ଟାଇକୁନ ରତନ ଟାଟା ଙ୍କ ଦେହାନ୍ତ ।

ପରଲୋକରେ ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର ମୁଖ୍ୟ ରତନ ଟାଟା । ବାର୍ଦ୍ଧକ୍ୟଜନିତ ସମସ୍ୟା କାରଣରୁ ସେ ଗତ କିଛି ଦିନ ହେବ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।
ଗତକାଲି ବିଳମ୍ବିତ ରାତିରେ ୮୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଭାରତ ତଥା ବିଶ୍ବଶିଳ୍ପ ଜଗତରେ ଅତି ଜଣାଶୁଣା ଏହି ବିଜିନେସ ଟାଇକୁନ ଏକାଧିକ ସମ୍ମାନ ସହ ପଦ୍ମବିଭୂଷଣରେ ସମ୍ମାନିତ ହୋଇଥିଲେ । ତାଙ୍କ ଦେହାନ୍ତରେ ସାରା ବିଶ୍ବରେ ଶୋକ ପ୍ରକାଶ ପାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer