Explore

Search
Close this search box.

Search

April 29, 2025 11:13 pm

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର କର୍ମଚାରୀଙ୍କୁ ଦେଲେ ଦୀପାବଳି ଭେଟି । କର୍ମଚାରୀଙ୍କ ମହାଙ୍ଗାଭତ୍ତା ବଢ଼ାଇଲେ କେନ୍ଦ୍ର ସରକାର ।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର କର୍ମଚାରୀଙ୍କୁ ଦେଲେ ଦୀପାବଳି ଭେଟି । କର୍ମଚାରୀଙ୍କ ମହାଙ୍ଗାଭତ୍ତା ବଢ଼ାଇଲେ କେନ୍ଦ୍ର ସରକାର । ଉପକୃତ ହେବେ ଉଭୟ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଧାରୀ ।
ଆଜି କେନ୍ଦ୍ର କ୍ୟାବିନେଟ ମହାଙ୍ଗାଭତ୍ତା ବୃଦ୍ଧିକୁ ଅନୁମୋଦନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅଧିନସ୍ଥ ସମସ୍ତ କର୍ମଚାରୀ ୩ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ସେହିପରି  ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀ ୩ ପ୍ରତିଶତ ଡିୟରନେସ ରିଲିଫ ( D R ) ପାଇବେ । ଏହା ୨୦୨୪ ମସିହା ଜୁଲାଇ ପହିଲାରୁ ଲାଗୁହେବ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer