Explore

Search
Close this search box.

Search

April 28, 2025 4:17 am

ଚୀନରେ ବିଶ୍ଵର ସବୁଠାରୁ ବୃହତ୍ ସୁନାଖଣି ଠାବ ।

ଚୀନରେ ବିଶ୍ଵର ସବୁଠାରୁ ବୃହତ୍ ସୁନାଖଣି ଠାବ । ଯାହାର ମୂଲ୍ୟ ୭ ଲକ୍ଷ କୋଟି ଟଙ୍କା ହେବ ।

ସୂଚନା ଅନୁଯାୟୀ, ଚୀନ ର ମଧ୍ୟବର୍ତ୍ତୀ ଅଞ୍ଚଳ ରେ ଏହି ବିଶାଳ ଶୁନାଖଣି ର ସନ୍ଧାନ ମିଳିଥିବା ଜଣାଯାଇଛି । ଏଥିରେ ପ୍ରାୟ ୧୦୦୦ ମେଟ୍ରିକ୍ ଟନ୍ ସୁନାପଥର ରହିଥିବା ଆକଳନ କରାଯାଇଛି । ଚୀନରେ ଠାବ ହୋଇଥିବା ଏହି ଦୁନାଖଣି ଭୁବୈଜ୍ଞାନିକ ମାନେ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ୪୦ ତି ଗୋଲ୍ଡ ଲେନ୍ ର ଚିହ୍ନଟ କରିଛନ୍ତି । ଥ୍ରି ଡି ଜିଓଲୋଜିକାଲ ମଡ଼େଲିଂ ମାଧ୍ୟମରେ ଏହି ଶୁନାଖଣି କୁ ଠାବ କରାଯାଇଥିବା ଜଣାଯାଇଛି । ଚୀନରେ ବିଶାଳ ସୁନାଭଣ୍ଡାର ର ସନ୍ଧାନ ମିଳିବା ପରେଏହା ବିଶ୍ଵବ୍ୟାପୀ ସୁନା ଉତ୍ପାଦନରେ ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer