Explore

Search
Close this search box.

Search

June 21, 2025 3:52 pm

ପବିତ୍ର ଉତ୍କଳ ଦିବସ ଅବସରରେ IAS ପାହ୍ୟାକୁ ପଦୋନ୍ନତି ପାଇଲେ ୩୦ ବରିଷ୍ଠ OAS ଅଫିସର।

ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ଆଇଏଏସ୍ (IAS ) ପାହ୍ୟାକୁ ପଦୋନ୍ନତି ପାଇଲେ ୩୦ ଜଣ ବରିଷ୍ଠ ଓଏଏସ (OAS) ଅଫିସର । ଏନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସିଲେକ୍ଟ ଲିଷ୍ଟ-୨୦୨୩ ଓ ସିଲେକ୍ଟ ଲିଷ୍ଟ-୨୦୨୪ ବର୍ଷରେ ଏହି ୩୦ ଜଣ ବରିଷ୍ଠ ଓଏଏସ ଅଫିସରଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି ମିଳିଛି । ୨୦୨୩ ମସିହା ସିଲେକ୍ଟ ଲିଷ୍ଟ ଆଧାରରେ ଆଇଏଏସ ପାହ୍ୟାକୁ ପଦୋନ୍ନତି ପାଇଥିବା ୧୫ ଜଣ ଓଏଏସ ଅଫିସର ମାନେ ହେଲେ
ଧରମ ହାଂସଦା
ରୀନା ମହାପାତ୍ର
ନିୟତି ପଟ୍ଟନାୟକ
ଡ଼. ମହେଶ୍ୱର ସ୍ୱାଇଁ
ମୃଣାଳ କାନ୍ତି ଦାସ
ଶ୍ରୀକାନ୍ତ ତରାଇ
ବୀରେନ୍ଦ୍ର କୋର୍କରା
ଲକ୍ଷ୍ମଣ କୁମାର ମଲ୍ଲିକ
ଉପମା କାଲୋ
ଲିଲି କୁମାର କୁଲୁ
କବୀନ୍ଦ୍ର କୁମାର ସାହୁ
ଆରାଧନା ଦାସ
ପ୍ରଦୀପ କୁମାର ନାୟକ
ମଧୁସୂଦନ ଦାଶ ଓ
ପ୍ରେମଜିତ ନାୟକ ।

ସେହିପରି ୨୦୨୪ ସିଲେକ୍ଟ ଲିଷ୍ଟରେ ୧୫ ଜଣ ଆଇଏଏସ ପାହ୍ୟାକୁ ପଦୋନ୍ନତି ପାଇଥିବା ଓଏଏସ ଅଫିସର ମାନେ ହେଲେ
ନରହରି ସେଠୀ
ଯୁଗଳେଶ୍ୱରୀ ଦାଶ
ମଧୁସ୍ମିତା ରଥ
ଦେବାଶୀଷ ସିଂ
ସୁବ୍ରତ କୁମାର ପଣ୍ଡା
ପ୍ରତାପ ଚନ୍ଦ୍ର ହୋତା
ନିବେଦିତା ମିଶ୍ର
ରେଗା ଗୀତାରାଣୀ ପଟ୍ଟନାୟକ
ଅର୍ଚ୍ଚନା ଦାସ ପଟ୍ଟନାୟକ
ଅଞ୍ଜନ ପଣ୍ଡା
ନିବେଦିତା ପୃଷ୍ଟି
ସ୍ୱୟଂମ ପ୍ରଭା ମହାନ୍ତି
ଇନ୍ଦ୍ରମଣି ନାୟକ
ସୁଦାମ ଚରଣ ମଣ୍ଡଳ ଓ
ଗିରିଶ ଚନ୍ଦ୍ର ସିଂ ।
ଇଣ୍ଡିଆନ ଆଡମିନିଷ୍ଟ୍ରେଟିଭ ସର୍ଭିସ (କ୍ୟାଡ଼ର) ରୁଲସ – ୧୯୫୪ର ରୁଲସ-୫(୧) ପ୍ରାବଧାନ ଆଧାରରେ ଓଡ଼ିଶା ପ୍ରଶାସନିକ ସେବାର ଅଫିସରମାନେ ଆଇଏଏସ ପଦୋନ୍ନତି ପାଇଛନ୍ତି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer