Explore

Search
Close this search box.

Search

June 21, 2025 1:50 am

ଆଞ୍ଚଳିକ

ଓଡ଼ିଶାରେ ବାବୁରାଜ୍ ସମାପ୍ତ ହେବ, ଦେବଗଡ ବିକାଶ ମେଳାରେ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା ।

‘ଓଡ଼ିଶାରେ ବାବୁରାଜ୍ ସମାପ୍ତ ହେବ । ମନ୍ତ୍ରୀ ହୁଅନ୍ତୁ କିମ୍ବା ଅଫିସର ସେମାନେ ସମସ୍ତେ ହେଲେ ସେବକ ଓ ସାଢେ଼ ଚାରିକୋଟି ଓଡ଼ିଆ ହେଲେ ମାଲିକ । ‘ପିପୁଲସ ଫ୍ରେଣ୍ଡେଲି’ ହେବ ରାଜସ୍ବ ବିଭାଗ

ଦେବଗଡ ପୌରାଞ୍ଚଳରେ ସ୍ଥାପିତ ହେବ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି । ପୌର ଅଧିବେଶନରେ ଗୃହୀତ ହେଲା ପ୍ରସ୍ତାବ ।

ଦେବଗଡ଼ ପୌରାଞ୍ଚଳରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଏନେଇ ଆଜି ପୌର ପରିଷଦ ୧୮ ତମ ଅଧିବେଶନରେ ପ୍ରସ୍ତାବ ଗୃହୀତ ହୋଇଯାଇଛି । ଆଜି ଶୁକ୍ରବାର ଦେବଗଡ଼ ପୌରପରିଷଦର ୧୮ ତମ ଅଧିବେଶନ

ଦେବଗଡ : କଣ୍ଟାପାଲି – ଗଇଲୋ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣରେ ଠିକାସଂସ୍ଥାର ଅବହେଳା, ସରିଛି ନିର୍ଦ୍ଧାରିତ ସମୟ, ହେଲେ ସରୁନି ରାସ୍ତା ନିର୍ମାଣ କାମ ।

ଠିକା ସଂସ୍ଥାର ମର୍ଜିରେ ଚାଲିଛି କୋଟିକୋଟି ଟଙ୍କାର ରାସ୍ତାକାମ । ସରକାରୀ ନୀତି ନିୟମ ବୋଲି ଏଠାରେ କିଛିନାହିଁ । ଏଗ୍ରିମେଣ୍ଟ ଅନୁଯାୟୀ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଧାରିତ ସମୟ ଅବଧି କେବେଠାରୁ

ଦେବଗଡ ସହରରେ ତାଣ୍ଡବ ରଚିଲା କାଳବୈଶାଖୀ, ଭାଙ୍ଗିଗଲା ଘର, ଉପୁଡ଼ି ପଡ଼ିଲା ବିଦ୍ୟୁତ୍ ପୋଲ ।

ଦେବଗଡ ଜିଲ୍ଲାରେ ତାଣ୍ଡବ ରଚିଲା କାଳବୈଶାଖୀ । କାଳବୈଶାଖୀ ପ୍ରଭାବରେ ଦେବଗଡ ସହର ଓ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ବହୁ ସଂଖ୍ୟାରେ ଘରଦ୍ୱାର ଓ ଗଛ ଭାଙ୍ଗିବା ସହ

ଦେବଗଡ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

ଆସନ୍ତା କାଲି (ଜୁନ ୩ ତାରିଖ) ଦେବଗଡ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ନବନିର୍ମିତ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ଉନ୍ନୟନ

ଦେବଗଡ : ତ୍ରୁଟିପୂର୍ଣ୍ଣ ହାଇଟେକ୍ ସର୍ଭେ ବାତିଲ ପାଇଁ ରାଜସ୍ବ ମନ୍ତ୍ରୀଙ୍କ ନିକଟରେ ଦାବି କଲା ଜିଲ୍ଲା ନାଗରିକ କମିଟି ।

ଦେବଗଡ ଜିଲ୍ଲାରେ ହୋଇଥିବା ହlଇଟେକ ସର୍ଭେକୁ ବାତିଲ କରିବାକୁ ରାଜସ୍ବ ମନ୍ତ୍ରୀଙ୍କ ନିକଟରେ ଦାବିକଲା ଜ଼ିଲ୍ଲା ନାଗରିକ କମିଟି । ଦେବଗଡ :  ଆଜି ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯୟ ପ୍ରଶମନ, ମାନ୍ୟବର

ଦେବଗଡ : ୩୦୦ ଶଯ୍ୟା ବିଶିଷ୍ଟ ନବନିର୍ମିତ ‘ଆମ ହସ୍ପିଟାଲ” କୋଠାର ବଦଳୁଛି ରଙ୍ଗ, ହେଉନି କାର୍ଯ୍ୟକ୍ଷମ । ସ୍ୱାସ୍ଥ୍ୟସେବା ନପାଇ ରୋଗୀ ହନ୍ତସନ୍ତ ।

ବଦଳିଛି ସରକାର, ବଦଳି ଯାଉଛି ବିଭିନ୍ନ ସରକାରୀ କୋଠାବାଡ଼ିର ରଙ୍ଗ । ସବୁଜ ରଙ୍ଗ ବଦଳରେ ବୋଳାଯାଉଛି ଗେରୁଆ ରଙ୍ଗ । ରଙ୍ଗବଦଳ ରାଜନୀତିର ଏଭଳି ନଗ୍ନ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଦେବଗଡ ସଦର

ନାଳ ସାଜିଛି କାଳ : ଦୀର୍ଘ ଦଶନ୍ଧି ହେଲା ଯାତାୟତରେ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ ।

ନାଳ ସାଜିଛି କାଳ । ଲୋକଙ୍କ ଯାତାୟତରେ ପ୍ରତିବନ୍ଧକ ସାଜିଛି ନାଳ । ବର୍ଷେ ନୁହଁ କି ଦୁଇବର୍ଷ, ଦୀର୍ଘ ଦଶନ୍ଧି ହେବ ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ ହେଁ, ନା

BREAKING NEWS : ରେଙ୍ଗାଳି ଜଳଭଣ୍ଡାରରେ ବୁଡିଗଲା ଡଙ୍ଗା, ୨ ଶିଶୁପୁତ୍ର ମୃତ, ମା ନିଖୋଜ ।

ରେଙ୍ଗାଳି ଜଳଭଣ୍ଡାରରେ ଡଙ୍ଗାବୁଡି ଗୋଟିଏ ଧୀବର ପରିବାରର ଦୁଇ ଶିଶୁପୁତ୍ର ମୃତ, ମା ନିଖୋଜ । ଅଳ୍ପକେ ବାର୍ତ୍ତିଲେ ପିତା । ଏମିତି ମର୍ମନ୍ତୁଦ ଘଟଣା ଘଟିଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ

ପରିବର୍ତ୍ତିତ ପରିବେଶର ପ୍ରଭାବ : ବିଲୁପ୍ତ ହେବାକୁ ବସିଛି ପ୍ରକୃତିର ବିରଳ ପ୍ରଜାତି ବାଇ ଚଢେଇ ।

ସୃଷ୍ଟିରୁ ବିଲୁପ୍ତ ପ୍ରାୟ ବାଇ ଚଢେଇ । ଆଉ ଆଗଭଳି ଶୁଣିବାକୁ ମିଳୁନି ବାଇଚଢେଇର କିଚିରି ମିଚିରି କୋଲାରବ କିମ୍ବା ଦେଖିବାକୁ ମିଳୁନି ତାଳ ଗଛରେ ଦୋହଲୁ ଥିବା ବସା । ‘ବାଇଚଢେଇ’ ପ୍ରକୃତିର

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer