ଦେଶରେ କରୋନା ଗ୍ରାଫ ଉପରମୁହାଁ; ଦିନକରେ ଟପିଲା ୬ହଜାର – News18 ଓଡିଆ
ଦେଶରେ ବଢ଼ି ଚାଲିଛି କରୋନା ମାମଲା; ପୁଣି ୬ ହଜାର ମୁହାଁ ସଂକ୍ରମଣ
ପୁଣି ହେବ ଲକଡାଉନ ? କରୋନାକୁ ନେଇ ରାଜ୍ୟ ସରକାରଙ୍କ ବାର୍ତ୍ତା !
କରୋନା ମୁକାବିଲା ପାଇଁ BMCର ପ୍ରସ୍ତୁତି; ଏହି ଅଞ୍ଚଳର ଡାକ୍ତରଖାନାରେ ଆଜି ହେବ ମକ ଡ୍ରିଲ୍


ଦେବଗଡ ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ କୁଆପଥର ମାଡ । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ।
ଆଜି (୨୨ତାରିଖ) ଦେବଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ଓ କୁଆପଥର ମାଡ ହୋଇଛି । ଦିନ ତମାମ ପାଗ ମେଘାଚ୍ଛନ୍ନ ରହିଥିବା ବେଳେ ସକାଳେ ଓ

ଦେବଗଡ ଜିଲ୍ଲା ବିଜେପି ପକ୍ଷରୁ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ।
ଦେବଗଡ : ଭାରତୀୟ ଜନତା ପାର୍ଟୀ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆଜି ଦିବା ୪ ଘଟିକା ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦେବଗଡ ଲୋକସଭା ସାଂସଦ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନ ଙ୍କ ଉଦ୍ଧେଶ୍ୟରେ ଏକ

ଦେବଗଡ଼ ଜିଲ୍ଲାରେ ପ୍ରାକୃତିକ ଶୋଭା ବଢ଼ାଉଛି ପଳାସ ଫୁଲ ।
ବଣ ଜଙ୍ଗଲ ଠାରୁ ଆରମ୍ଭ କରି ନଦୀ ଝରଣା ଓ ପୋଖରୀ ହୁଡ଼ା, ଚତୁର୍ଦ୍ଦିଗରେ ପରିବେଶର ଶୋଭା ବଢାଉଛି ଲାଲ ଟହଟହ ପଳାଶ ଫୁଲ । ବାସ ନଥାଇ ମଧ୍ୟ ସମସ୍ତଙ୍କୁ ନିଜ ଆଡକୁ

ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ଘରୁ ଟାଣିନେଇ ଦଳିଦେଲା ଦନ୍ତା । ଦେବଗଡ ଜିଲ୍ଲା ତିଲେଇପଶି ଗାଁ ରେ ଘଟିଛି ଘଟଣା ।
ମହିଳାଙ୍କୁ ଘରୁ ଟାଣିନେଇ ଦଳିଦେଲା ଦନ୍ତା । ଘଟଣା ସ୍ଥଳରେ ମହିଳା ଜଣକ ମୃତ୍ୟୁବରଣ କରିଥିବା ବେଳେ ସ୍ଵାମୀ ଓ ଦୁଇପୁଅ ଦନ୍ତା ଆକ୍ରମଣରେ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା

ଦେବଗଡ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ , ଅସ୍ବାଭାବିକ ଭାବେ ବଢୁଛି ତାପମାତ୍ରା ।
ସବୁଜ ବଣ ପାହାଡ ପରିବେଷ୍ଠିତ ଦେବଗଡ ଜିଲ୍ଲାରେ ଅସ୍ବାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ଚଳିତ ବର୍ଷ ମାର୍ଚ୍ଚ ମାସରେ ଦେବଗଡ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ

ଦେବଗଡ : ବାରକୋଟ ବ୍ଲକ ବମ୍ପରଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ।
ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବମ୍ପରଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି (୧୪ ତାରିଖ) ଗଙ୍ଗାଧର ମେହେର କ୍ଲବ ଏବଂ ବିଜୁ ଜନତା ଦଳ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି

ଦେବଗଡ଼ ଜିଲ୍ଲା ଦକ୍ଷତା ବିକାଶ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ।
ଦେବଗଡ଼ ଜିଲ୍ଲା ଦକ୍ଷତା ବିକାଶ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ । ନିଯୁକ୍ତି ମେଳାରେ ଯୋଗଦେଇଥିଲେ ମୋଟ ୩୮୦ ଜଣ ଯୁବକ ଯୁବତୀ । ସେଥିମଧ୍ୟରୁ ନିଯୁକ୍ତି

ଦେବଗଡ଼ : ବନାଗ୍ନି ପ୍ରତିରୋଧ ସଚେତନତା ବାର୍ତ୍ତା ନେଇ ଗାଁ ଗାଁ ବୁଲିଲେ ବନ କର୍ମଚାରୀ ।
ବନାଗ୍ନି ପ୍ରତିରୋଧ ସଚେତନତା ପାଇଁ ଗାଁ ଗାଁ ରେ ବୁଲିଲେ ବନ କର୍ମଚାରୀ । ଜଙ୍ଗଲରେ ନିଆଁ ନଲଗାଇବାକୁ ଲୋକଙ୍କୁ ପରାମର୍ଶ ଦେବା ସହ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଲୋଡିଲେ ଗ୍ରାମବାସୀଙ୍କ ସହଯୋଗ

ବିଜୁସେତୁ ଯୋଜନାର ମନ୍ଥର ଗତି : ନିର୍ଦ୍ଧାରିତ ସମୟ ସରିଛି , ହେଲେ ସରୁନି ମଙ୍ଗଳାବୁଡା ସେତୁ ନିର୍ମାଣ କାମ । ଲୋକଙ୍କ ମଧ୍ୟରେ ବୃଦ୍ଧିପାଉଛି ଅସନ୍ତୋଷ ।
ନିର୍ଦ୍ଧାରିତ ସମୟସୀମା ସରିଛି । ହେଲେ ସରିପାରୁନି ସେତୁ ନିର୍ମାଣ କାମ । ସେତୁ ନିର୍ମାଣ କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କ ବାରମ୍ବାର ତାଗିଦ୍ ସତ୍ତ୍ଵେବି ମାନୁନାହାନ୍ତି ଠିକାଦାର । ସେପଟେ ସେତୁ ନିର୍ମାଣ

ସ୍ଥାୟୀ ଅଧିକ୍ଷଣ ଯନ୍ତ୍ରୀ ନିଯୁକ୍ତି ଦାବିରେ ଦେବଗଡ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ ।
ଦେବଗଡ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ପଡ଼ିଛି ତାଲା । ତାଲା ପକାଇଛନ୍ତି ଦେବଗଡ ଜିଲ୍ଲା ଠିକାଦାର ସଂଘ । ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟକୁ ଆସୁନଥିବା କାରଣରୁ ଏହାର