ଦେଶରେ କରୋନା ଗ୍ରାଫ ଉପରମୁହାଁ; ଦିନକରେ ଟପିଲା ୬ହଜାର – News18 ଓଡିଆ
ଦେଶରେ ବଢ଼ି ଚାଲିଛି କରୋନା ମାମଲା; ପୁଣି ୬ ହଜାର ମୁହାଁ ସଂକ୍ରମଣ
ପୁଣି ହେବ ଲକଡାଉନ ? କରୋନାକୁ ନେଇ ରାଜ୍ୟ ସରକାରଙ୍କ ବାର୍ତ୍ତା !
କରୋନା ମୁକାବିଲା ପାଇଁ BMCର ପ୍ରସ୍ତୁତି; ଏହି ଅଞ୍ଚଳର ଡାକ୍ତରଖାନାରେ ଆଜି ହେବ ମକ ଡ୍ରିଲ୍

ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି ପ୍ରତିମୂର୍ତ୍ତି , ସମସ୍ତଙ୍କ ପାଇଁ ଅଲୋଡା ହୋଇ ପଡ଼ିରହିଛି ପୌର ପରିଷଦ ପକ୍ଷରୁ ନିର୍ମିତ ‘ସେଲ୍ଫି ଜୋନ୍ ।
ଶୋଚନୀୟ ଅବସ୍ଥାରେ ପଡ଼ିଛି ଦେବଗଡ ପୌରାଞ୍ଚଳରେ ନିର୍ମାଣ ହୋଇଥିବା ସେଲଫି ଜୋନ । ଏଠିକାର ପ୍ରତିମୂର୍ତ୍ତି ଓ ଉପକରଣ ଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ, ଏହାର ରଙ୍ଗ ଛାଡ଼ିଯାଇ ବିକୃତ ରୂପ ଧାରଣ କଲାଣି

ଦେବଗଡ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା L I Point ସମ୍ବନ୍ଧରେ ବିଧାନସଭାରେ ପ୍ରଶ୍ନ ପଚାରିଲେ ବିଧାୟକ , ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ।
ଦେବଗଡ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉଠା ଜଳସେଚନ ପ୍ରକଳ୍ପ ( Lift Irrigation Project ) ସମ୍ବନ୍ଧରେ ଆଜି ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ । ଏହାର

ବାରହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର , ଟଳି ପଡ଼ିଲା ଦନ୍ତା । ଏମିତି ଘଟଣା ଘଟିଛି ଦେବଗଡ ଜିଲ୍ଲାରେ ।
ବାରହା ଶୀକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଟଳି ପଡ଼ିଲା ଦନ୍ତା । ଦେବଗଡ ଫରେଷ୍ଟ ଡିଭିଜନ ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଗରିଆପାଲି ଗ୍ରାମରେ ଘଟିଛି ଏଭଳି ଘଟଣା

ଦେବଗଡ ପୌର କାର୍ଯ୍ୟାଳୟରେ ପ୍ରଥମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
ଦେବଗଡ ପୌର କାର୍ଯ୍ୟାଳୟରେ ପ୍ରଥମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ନଗରପାଳ ପ୍ରଜିତ୍ କୁମାର ଭୋଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ବିଭିନ୍ନ ୱାର୍ଡ ର

ଲାଞ୍ଚ ନେବାବେଳେ ଦେବଗଡ ମହା ବିଦ୍ୟାଳୟ ମହିଳା କନିଷ୍ଠ କିରାଣୀକୁ ଧରିଲା ଭିଜିଲାନ୍ସ ।
ଦେବଗଡ଼ ମହାବିଦ୍ୟାଳୟର ମହିଳା କନିଷ୍ଠ କିରାଣୀ ମଞ୍ଜୁଳା ପ୍ରଧାନ ସାର୍ଟିଫିକେଟ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁଯାୟୀ,ତିଲେଇବଣି ବ୍ଲକର ଭାଲିଆଡିହି

ଦେବଗଡ : ରିଆମାଳ ପୋଲିସ ଦ୍ବାରା କଲରାପତରିଆ ବାଘଛାଲ ଜବତ , ୭ ଗିରଫ ।
ବାଘଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ମାଡ଼ିବସିଲା ପୋଲିସ । କଲରାପତରିଆ ବାଘଛାଲ ଜବତ , ୭ ଆସାମୀ ଗିରଫ । ଦେବଗଡ ଜିଲ୍ଲାରେ ଘଟିଛି ଏହି ଘଟଣା । ରିଆମାଳ ଥାନା

ଦେବଗଡ : ବାରକୋଟ ବ୍ଲକରେ ଲୋକଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ ।
ଆଜି ସୋମବାର ଦେବଗଡ଼ ଜ଼ିଲ୍ଲା ବାରକୋଟ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ଲୋକଙ୍କ ମୋଟ

ଦେବଗଡ ଜିଲ୍ଲା ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ । ନୂତନ ନଗର ମଣ୍ଡଳ ସଭାପତି ଓ ଜିଲ୍ଲା ସଭାପତିଙ୍କୁ ଦିଆଗଲା ସମ୍ବର୍ଦ୍ଧନା ।
ଆଜି ୯ ତାରିଖ (ରବିବାର) ଦେବଗଡ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ନଗର ମଣ୍ଡଳ ତରଫରୁ ନୂତନ ନଗର ମଣ୍ଡଳ ସଭାପତି ରାଜେନ୍ଦ୍ର ଆଚାର୍ଯ୍ୟ ଓ ନୂତନ


ଅସ୍ତିତ୍ବ ହରାଉଛି ପ୍ରପାତ ସୁନ୍ଦରୀ ପ୍ରଧାନପାଟ ଜଳପ୍ରପାତ, ସୁଖିଆସୁଛି ଜଳସ୍ରୋତ, ହ୍ରାସପାଉଛି ଜଳଧାରଣ କ୍ଷମତା ।
ଧୁମଧାମରେ ଚାଲିଛି ଉତ୍ସବ । ଏହି ଉତ୍ସବର ରଙ୍ଗାରଙ୍ଗ ମାହୋଲରେ ହଜିଯାଇଛି ପ୍ରପାତ ସୁନ୍ଦରୀର ବ୍ୟଥା । ଉତ୍ସବର ମହୋଲରେ ସମସ୍ତେ ମସଗୁଲ ଥିବାବେଳେ , ସେପଟେ ନିଜ ଅସ୍ତିତ୍ଵ ନେଇ ସଂଘର୍ଷ କରୁଛି