ଦେଶରେ କରୋନା ଗ୍ରାଫ ଉପରମୁହାଁ; ଦିନକରେ ଟପିଲା ୬ହଜାର – News18 ଓଡିଆ
ଦେଶରେ ବଢ଼ି ଚାଲିଛି କରୋନା ମାମଲା; ପୁଣି ୬ ହଜାର ମୁହାଁ ସଂକ୍ରମଣ
ପୁଣି ହେବ ଲକଡାଉନ ? କରୋନାକୁ ନେଇ ରାଜ୍ୟ ସରକାରଙ୍କ ବାର୍ତ୍ତା !
କରୋନା ମୁକାବିଲା ପାଇଁ BMCର ପ୍ରସ୍ତୁତି; ଏହି ଅଞ୍ଚଳର ଡାକ୍ତରଖାନାରେ ଆଜି ହେବ ମକ ଡ୍ରିଲ୍

ଦେବଗଡ : ଗୋକର୍ଣ୍ଣେଶ୍ବର ମନ୍ଦିର ର ନୂତନ କର୍ମକର୍ତ୍ତା ଚୟନ ଓ ମହାଶିବରାତ୍ରି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
ଦେବଗଡ଼ ପୌରାଞ୍ଚଳ ରେ ଥିବା ଜିଲ୍ଲାର ସର୍ବ ପୁରାତନ ଗୋକର୍ଣ୍ଣେଶ୍ଵର ମନ୍ଦିରରେ ମହାଶିବରାତ୍ରି ପ୍ରସ୍ତୁତି ଓ ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନ୍ଦିରର ଆୟ ବ୍ୟୟର

ଫିକା ପଡ଼ିଲା ଉତ୍ସବ ପ୍ରଧାନପାଟ : ନିମ୍ନମାନର କାର୍ଯ୍ୟକ୍ରମ ପରିବେଷଣ ନେଇ ଦର୍ଶକ ନିରାଶ ।
ଫିକା ପଡ଼ିଲା ଉତ୍ସବ ପ୍ରଧାନପାଟ। ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟକ୍ରମ ପରିବେଷଣ ବହୁ ଦର୍ଶକ ଙ୍କୁ ନିରାଶ କରିଥିବା ବେଳେ , ଏହି ଲୋକ ମହୋତ୍ସବରେ

ବଦଳିଲେ ଦେବଗଡ ପୌର ପରିଷଦ ଅଧ୍ୟକ୍ଷ । ପୂର୍ବତନ ପୌର ଅଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ବହିଷ୍କାର ପରେ ପୌରଧ୍ୟକ୍ଷ ଭାବେ ଦାୟୀତ୍ବ ଗ୍ରହଣ କଲେ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ।
ବଦଳିଲେ ଦେବଗଡ ପୌର ପରିଷଦ ଅଧ୍ୟକ୍ଷ। ଓଡ଼ିଶା ମ୍ୟୁନିସିପାଲଟି ୧୯୫୦ ନିୟମ ଉଲଙ୍ଘନ ଅଭିଯୋଗ କ୍ରମେ ଦେବଗଡ ପୌର ଅଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ନିଜ ପଦବୀରୁ ବହିଷ୍କାର ହେବାପରେ ଆଜି ପୌର ଉପାଧ୍ୟକ୍ଷ ପ୍ରଜିତ

ଦେବଗଡ : ଲାୟନ୍ସ କ୍ଲବ ଏବଂ ଯୁବ ବିଜୁ ଜନତା ଦଳ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରି ଅନୁଷ୍ଠିତ ।
ଆଜି ପବିତ୍ର ଗଣତନ୍ତ୍ର ଦିବସ ଉପଲକ୍ଷେ ରିଆମାଳ ବ୍ଲକ ବନାକାଲ ପ୍ରାଥମିକ ବିଦ୍ୟାଳୟରେ ଲାୟନ୍ସ କ୍ଲବ ଏବଂ ଯୁବ ବିଜୁ ଜନତା ଦଳ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରି ଅନୁଷ୍ଠିତ ହୋଇଯାଇଛି ।

ବଦଳିଲା ଉତ୍ସବ ପ୍ରଧାନପାଟ ୨୦୨୫ ତାରିଖ , ଆସନ୍ତା ୨୯ ତାରିଖ ପରିବର୍ତ୍ତେ ଆସନ୍ତା ଫେବୃଆରି ୧ ତାରିଖ ଠାରୁ ଆରମ୍ଭ ହେବ ଉତ୍ସବ । ଏହି ନିଷ୍ପତ୍ତି ନେଲା ଜିଲ୍ଲା ପ୍ରଶାସନ ।
ବଦଳିଲା ଉତ୍ସବ ତାରିଖ । ଉତ୍ସବ ପ୍ରଧାନପାଟ ପାଇଁ ଧାର୍ଯ୍ୟ ଦିବସରେ ହୋଇଛି ପରିବର୍ତ୍ତନ । ଆସନ୍ତା ୨୯ ତାରିଖ ଦିନ ଆରମ୍ଭ ହେବାକୁ ଥିବା ଉତ୍ସବ ପ୍ରଧାନପାଟ ୨୦୨୫ କୁ ଆସନ୍ତା ଫେବୃଆରୀ

ଦେବଗଡ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ।
ପ୍ରତିବର୍ଷ ଜାନୁଆରୀ ୨୪ ତାରିଖ ଦିନ ଜାତୀୟ ଶିଶୁ କନ୍ୟା ଦିବସ ଭାବେ ପାଳନ କରାଯାଏ । ସମାଜରେ ଝିଅ ମାନେ ସମ୍ମୁଖୀନ ହେଉଥିବା ନାନାଦି ସମସ୍ୟା ଓ ଲିଙ୍ଗଗତ ଅସମାନତା ବିଷୟରେ ଜନସଚେତନତା

ଦେବଗଡ଼ : ଜ଼ିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ସ୍ମାର୍ଟଫୋନ ଆସେମ୍ୱଲି ଟ୍ରେନିଂ ପାଇଥିବା ୨୦ ଜଣ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଜିଲ୍ଲାପାଳ ।
ଦେବଗଡ଼ : ଜ଼ିଲ୍ଲାପାଳ ଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ବିଭାଗ ଅଧିକାରୀ ବିଜୟ କୁମାର ଉପାଧ୍ୟାୟ ଙ୍କ ଆବାହନ କ୍ରମେ ଆୟୋଜିତ କାର୍ଯ୍ୟକ୍ରମ ରେ ଜ଼ିଲ୍ଲାପାଳ

ଦେବଗଡ଼ : ମାଝିଚାଖୁଣ୍ଡାପାଳ ଗାଁରେ ମହାବୀର ମନ୍ଦିର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ।
ଆଜି ତା‐୧୬.୧.୨୦୨୫ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ମାଝୀଚାକୁଣ୍ଡାପାଳ ଠାରେ ମହାବୀର କ୍ଲବ ଆନୁକୂଲ୍ୟରେ ମହାବୀର ହନୁମାନଙ୍କର ସୁଦୃଶ୍ୟ ମନ୍ଦିର ନିର୍ମାଣାର୍ଥେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ସଭାପତି ଶ୍ରୀଯୁକ୍ତ ଗିରିଧାରୀ ସାହୁ

ଦେବଗଡ : ଆତଙ୍କ ଖେଳାଉଛି ଦନ୍ତା । ଦନ୍ତା ଆକ୍ରମଣରେ ଫରେଷ୍ଟ ଗାର୍ଡ ଆହତ ।
ଆତଙ୍କ ଖେଳାଇଛି ଦନ୍ତା । ଗତ ଦୁଇଦିନ ପୂର୍ବରୁ ଦନ୍ତା ଆକ୍ରମଣରେ ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ , ଆଜି ପୁଣି ଦନ୍ତା ଆକ୍ରମଣରେ ଜଣେ ଫରେଷ୍ଟ ଗାର୍ଡ ଗୁରୁତର ଆହତ ହୋଇ

ରାସ୍ତାରେ ଏକାକି ବୁଲୁଥିବା ଅବସ୍ଥାରେ ଶିଶୁପୁତ୍ର ଉଦ୍ଧାର । ଦେବଗଡ ଆଦର୍ଶ ଥାନାରେ ହସ୍ତାନ୍ତର କଲେ ଫାଉଣ୍ଡେସନ ସଦସ୍ୟ ।
ରାସ୍ତାରେ ଏକାକି ବୁଲୁଥିବା ଶିଶୁପୁତ୍ର ଉଦ୍ଧାର । ଦେବଗଡ ଥାନାରେ ହସ୍ତାନ୍ତର କଲେ ଫାଉଣ୍ଡେସନ ସଦସ୍ୟ । ଆଜି ଦେବଗଡ ସହର କାରଗିଲ ଛକ ରାସ୍ତାରେ ଗୋଟିଏ ୨/୩ ବର୍ଷର ଶିଶୁପୁତ୍ର ଏକାକି ବୁଲୁଥିବା