ଦେଶରେ କରୋନା ଗ୍ରାଫ ଉପରମୁହାଁ; ଦିନକରେ ଟପିଲା ୬ହଜାର – News18 ଓଡିଆ
ଦେଶରେ ବଢ଼ି ଚାଲିଛି କରୋନା ମାମଲା; ପୁଣି ୬ ହଜାର ମୁହାଁ ସଂକ୍ରମଣ
ପୁଣି ହେବ ଲକଡାଉନ ? କରୋନାକୁ ନେଇ ରାଜ୍ୟ ସରକାରଙ୍କ ବାର୍ତ୍ତା !
କରୋନା ମୁକାବିଲା ପାଇଁ BMCର ପ୍ରସ୍ତୁତି; ଏହି ଅଞ୍ଚଳର ଡାକ୍ତରଖାନାରେ ଆଜି ହେବ ମକ ଡ୍ରିଲ୍

ଦେବଗଡ : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜ଼ିଲ୍ଲା ପ୍ରଶାସନ ଦେବଗଡ଼ ଆନୁକୂଲ୍ୟରେ ଅନୁଷ୍ଠିତ ଦଶମ ଶ୍ରେଣୀ ମେଧାବୀ ଶିକ୍ଷାର୍ଥୀ ମାନଙ୍କ ନିମନ୍ତେ ତିନି ଦିନିଆ ଆବାସିକ ଶିକ୍ଷଣ ଶିବିର ଅମୋଘ ୨୦୨୫ ଉଦଯାପିତ।
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜ଼ିଲ୍ଲା ପ୍ରଶାସନ ଦେବଗଡ଼ ଆନୁକୂଲ୍ୟରେ ଅନୁଷ୍ଠିତ ହେଇଥିବା ଦଶମ ଶ୍ରେଣୀ ମେଧାବୀ ଶିକ୍ଷାର୍ଥୀ ମାନଙ୍କ ନିମନ୍ତେ ତିନି ଦିନିଆ ଆବାସିକ ଶିକ୍ଷଣ ଶିବିର ଅମୋଘ ୨୦୨୫ ଆଜି ଅପରାହ୍ନ

ଦେବଗଡ ଜିଲ୍ଲାରୁ ଉଦ୍ଧାର ହେଲା ବାଘଛାଲ । ଡିଲ ଚାଲିଥିବା ବେଳେ ଚଢାଉ କଲା ବନବିଭାଗ । ୭ ଅଭିଯୁକ୍ତ ଗିରଫ ।
ଦେବଗଡ ଜିଲ୍ଲାରୁ ଉଦ୍ଧାର ହେଲା ବାଘଛାଲ । ଡିଲ ଚାଲିଥିବା ବେଳେ ଚଢାଉ କଲା ବନବିଭାଗ । ୭ ଅଭିଯୁକ୍ତ ଗିରଫ । ଦେବଗଡ ଜିଲ୍ଲାରେ ଅସୁରକ୍ଷିତ ବନ୍ୟପ୍ରାଣୀ। ବନ୍ୟପ୍ରାଣୀ ଶୀକାର ନିତିଦିନିଆ ଘଟଣାରେ

୩୨ ବର୍ଷରେ ପଦାର୍ପଣ କଲା ଦେବଗଡ ଜିଲ୍ଲା , ତଥାପି ଛୁଇଁ ପାରିଲାନି ବିକାଶର ଆଲୁଅ ।
ଜାନୁଆରୀ ପହିଲା କୁ ୩୨ ବର୍ଷରେ ପଦାର୍ପଣ କରିଛି ଦେବଗଡ ଜିଲ୍ଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି ୩୨ ତମ ପ୍ରତିଷ୍ଠା ଦିବସ । ତେବେ ଏହି ଦୀର୍ଘ ୩୨ ବର୍ଷରେ

ଉତ୍ସବ ପ୍ରଧାନପାଟ ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଜାନୁଆରୀ ୨୯ ରେ ଆରମ୍ଭ ହେବ ଉତ୍ସବ ପ୍ରଧାନପାଟ ।
ଉତ୍ସବ ପ୍ରଧାନପାଟ ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଜାନୁଆରୀ ୨୯ ରେ ଆରମ୍ଭ ହେବ ଉତ୍ସବ ପ୍ରଧାନପାଟ । ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଉତ୍ସବ ପ୍ରଧାନପାଟ

ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ କାଳଚିପୁଡାଡ଼ିହି ଗ୍ରାମରେ ସୁଶାସନ ସପ୍ତାହ ପାଳନ ନିମନ୍ତେ ବ୍ଲକ ସ୍ତରୀୟ କାର୍ମଶାଳା ଅନୁଷ୍ଠିତ ।
ଆଜି (୨୦ ତାରିଖ) ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ କାଳଚିପୁଡାଡ଼ିହି ଗ୍ରାମରେ ସୁଶାସନ ସପ୍ତାହ ପାଳନ ନିମନ୍ତେ ବ୍ଲକ ସ୍ତରୀୟ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ

ଅସୁରକ୍ଷିତ ଅବସ୍ଥାରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ, ଖିଲେଇ 5T ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅବସ୍ଥା ।
ବିପଦସଂଙ୍କୁଳ ଅବସ୍ଥାରେ ରହିଛି ବିଦ୍ୟାଳୟ । ବାହାର ଚିକ ଚିକ୍ ଦିଶୁଛି , ହେଲେ ଭିତର ଦେଖିଲେ ଫମ୍ପା । ଏଭଳି ଅସୁରକ୍ଷିତ ଅବସ୍ଥାରେ ଜୀବନକୁ ପାଣି ଛଡାଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ଦେବଗଡ

ଜଳବାୟୁ ପରିବର୍ତ୍ତନ ପ୍ରଭାବ , ଦେବଗଡ଼ ଜିଲ୍ଲାରେ ଉଜୁଡ଼ିଯାଇଛି କମଳା ଚାଷ ।
ଜଳବାୟୁ ପରି ପରିବର୍ତ୍ତନ ସଙ୍ଗକୁ ଅଦିନିଆ ବର୍ଷା ଓ ରୋଗପୋକ ଆକ୍ରମଣ ଯୋଗୁଁ ଦେବଗଡ ଜିଲ୍ଲାରେ ଉଜୁଡି ଯାଉଛି କମଳା ଚାଷ । ଲକ୍ଷଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି ଜିଲ୍ଲାର କମଳା ଚାଷୀ ।

ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ କାରଣ ଦର୍ଶାଅ ନୋଟିସ କୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ଦେବଗଡ ପୌର ଅଧ୍ୟକ୍ଷାଙ୍କ ଆବେଦନ ଖାରଜ ।
ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କ ଅଡୁଆ ବଢିଛି। ଦେବଗଡ଼ ପୌର ପରିଷଦରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ସଂକ୍ରାନ୍ତରେ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ତରଫରୁ ଗତ ନଭେମ୍ବର ୧୧

ଡେବଗଡ: ପ୍ରଶାସନିକ ଅବହେଳା କାରଣରୁ ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡିଛି ଦେବଗଡ଼ ସଦର ମହକୁମା ସ୍ଥିତ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି (RCMS ) ।
କର୍ପୂର ଉଡିଯାଇଛି , କନା ଅବସ୍ଥା ବି ଭଲନାହିଁ । ପ୍ରଶାସନିକ ଅବହେଳା କାରଣରୁ ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡିଛି ଦେବଗଡ଼ ସଦର ମହକୁମା ସ୍ଥିତ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି (RCMS

ଦେବଗଡ : ଓଡିଶା କୃଷି ଶିଳ୍ପ ନିଗମ ଆକାଉଣ୍ଟ ରୁ ଚଉଦ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ଛୁ ମାରିଲେ ଜୁନିଅର ଆକାଉଣ୍ଟ ଆସିଷ୍ଟାଣ୍ଟ , ଦେବଗଡ ଥାନାରେ ମାମଲା ।
ଓଡିଶା କୃଷି ଶିଳ୍ପ ନିଗମ ଆକାଉଣ୍ଟ ରୁ ଚଉଦ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ଛୁ ମାରିଲେ ଜୁନିଅର ଆକାଉଣ୍ଟ ଆସିଷ୍ଟାଣ୍ଟ । ଦେବଗଡ ଥାନାରେ ମାମଲା । ଦେବଗଡ଼ ଜିଲ୍ଲାରେ ଥିବା ଓଡିଶା