Explore

Search
Close this search box.

Search

June 21, 2025 5:49 pm

ଆଞ୍ଚଳିକ

ଦେବଗଡ ଜିଲ୍ଲାରେ ଧାନକିଣା ନେଇ ନିଷ୍ପତ୍ତି ପରିବର୍ତ୍ତନ , ଚଳିତ ମାସ ୧୩ ତାରିଖ ପରିବର୍ତ୍ତେ ୨୦ ତାରିଖ ଠାରୁ ହେବ ଧାନକିଣା ।

ଦେବଗଡ ଜିଲ୍ଲାରେ ଧାନ କିଣା ନିଷ୍ପତ୍ତି ରେ ହୋଇଛି ପରିବର୍ତ୍ତନ । ଚଳିତ ମାସ ୧୩ ତାରିଖ ଠାରୁ ଜିଲ୍ଲାରେ ଧାନକିଣା ଆରମ୍ଭ ହେବାକୁ ପ୍ରଶାସନିକ ନିଷ୍ପତ୍ତି ନିଆଯାଇଥିବା ବେଳେ , ଏହାକୁ ପରିବର୍ତ୍ତନ

ଦେବଗଡ : ବ୍ୟାଙ୍କ ଖାଇଗଲା ଜମାକାରୀଙ୍କ ଟଙ୍କା , ଶତାଧିକ ଜମାକାରୀ ହତାସ ।

ବ୍ୟାଙ୍କ ଖାଇଗଲା ଜମାକାରୀଙ୍କ ଟଙ୍କା । ଲକ୍ଷାଧିକ ଜମାଟଙ୍କା ଧରି ରାତାରାତି ଛୁ ମାରିଲେ ସେକ୍ରେଟାରୀ । ନିଜ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରି ରଖିଥିବା ଗରିବ ଜମାକାରୀ ବ୍ୟାଙ୍କରୁ ନିଜନିଜ ଜମା

ଦେବଗଡ ମହିଳା ଜନ କଲ୍ୟାଣ ସଙ୍ଗଠନ ପକ୍ଷରୁ ବିଶ୍ୱ ମାନବ ଅଧିକାର ଦିବସ ପାଳିତ ।

ଦେବଗଡ  ମହିଳା ଜନ କଲ୍ୟାଣ ସଙ୍ଗଠନ ପକ୍ଷରୁ ଆଜି ବିଶ୍ୱ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ମିଳିତ ଆନୁକୂଲ୍ୟରେ  ଦେବଗଡ ମହିଳା

ଦେବଗଡ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ ଆଜି ୬୨ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ।

ଦେବଗଡ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ  ଆଜି ୬୨ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ମୂଖ୍ୟଅତିଥି ଭାବେ ଦେବଗଡ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ଯୋଗଦେଇ

ଦେବଗଡ : ରେଙ୍ଗାଳି ଜଳଭଣ୍ଡାରରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର ।

ରେଙ୍ଗାଳି ଜଳଭଣ୍ଡାର ରୁ ମିଳିଲା କଲରାପତରିଆ ବାଘର ମୃତଦେହ । ଏହି ଘଟଣା ଘଟିଛି ଦେବଗଡ ଜିଲ୍ଲା ରିଆମାଳ ରେଞ୍ଜ ନୁଆଁଡ଼ିହି ବିଟ ଅନ୍ତର୍ଗତ କଣ୍ଠିମାଳ ଗାଁ ନିକଟସ୍ଥ ରେଙ୍ଗାଳି ଜଳଭଣ୍ଡାରରେ । ବାଘ

ଲୋକଙ୍କ ଅଭିଯୋଗ ଶୁଣିଲେ ଦେବଗଡ ଜିଲ୍ଲାପାଳ , ୩୮ ଟି ଅଭିଯୋଗର କଲେ ଶୁଣାଣି ।

ଦେବଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୩୮ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ

ଦେବଗଡ ଜିଲ୍ଲା କଣ୍ଡଳ ୟୁଜିୟୁପି ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ।

ଆଜି (୧.୧୨.୨୦୨୪) କଣ୍ଡଳ ବାଲିପୋଶି ୟୁଜିୟୁପି ବିଦ୍ୟାଳୟଠାରେ ଶ୍ରୀଯୁକ୍ତ ଦୁର୍ଯ୍ଯୋଧନ ସାହୁଙ୍କ ସଭାପତିତ୍ବରେ କଣ୍ଢଳ କ୍ଲଷ୍ଟରର ଦୁଇଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି |  ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ତନୁଚନ୍ଦ୍ର

ପ୍ରସ୍ତାବିତ ବଲାଣି ଟୋଲ୍ ପ୍ଲାଜାକୁ ବିରୋଧ , କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ।

ପ୍ରସ୍ତାବିତ ବଲାଣି ଟୋଲ୍ ପ୍ଲାଜାକୁ ବିରୋଧ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ । ବାରକୋଟ ବ୍ଳକ୍ ବିଦେଇବଡ଼କୁଦର ଠାରେ ୪୯ ନମ୍ବର ଜାତୀୟ

ଦେବଗଡ ଇନ୍ଦିରାଗାନ୍ଧି ଷ୍ଟାଡିୟମ ଠାରେ ପ୍ରଧାନପାଟ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ପ୍ରଧାନପାଟ କ୍ଲବ ବିଜୟୀ ।

ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଆଜି ପ୍ରଧାନପାଟ କ୍ଲବ ପକ୍ଷରୁ ୬ତମ ସର୍ବଭାରତୀୟ ପ୍ରଧାନପାଟ କପ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ମୁଖ୍ୟଅତିଥି,ଅତିରିକ୍ତ ଏସପି

ଦେବଗଡ଼ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଷଷ୍ଠ ଅଧିବେଶଣ ବୈଠକ ଅନୁଷ୍ଠିତ।

ଆଜି (ସୋମବାର) ଦେବଗଡ଼ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ  ଜିଲ୍ଲା ପରିଷଦ ଷଷ୍ଠ ଅଧିବେଶଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିକାଶ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା ଉପରେ ହୋଇଛି ବିସ୍ତୃତ ଆଲୋଚନା ।

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer