ଦେଶରେ କରୋନା ଗ୍ରାଫ ଉପରମୁହାଁ; ଦିନକରେ ଟପିଲା ୬ହଜାର – News18 ଓଡିଆ
ଦେଶରେ ବଢ଼ି ଚାଲିଛି କରୋନା ମାମଲା; ପୁଣି ୬ ହଜାର ମୁହାଁ ସଂକ୍ରମଣ
ପୁଣି ହେବ ଲକଡାଉନ ? କରୋନାକୁ ନେଇ ରାଜ୍ୟ ସରକାରଙ୍କ ବାର୍ତ୍ତା !
କରୋନା ମୁକାବିଲା ପାଇଁ BMCର ପ୍ରସ୍ତୁତି; ଏହି ଅଞ୍ଚଳର ଡାକ୍ତରଖାନାରେ ଆଜି ହେବ ମକ ଡ୍ରିଲ୍


ଆସିଲା UPI ନୂଆଁ ନିୟମ : ଆକାଉଣ୍ଟ ବାଲାନ୍ସକୁ ଆଉ ବାରମ୍ବାର ଯାଞ୍ଚ କରିପାରିବେନି ବ୍ୟବହାରକାରୀ।
ଆସିଲା UPI ନୂଆ ନିୟମ: ମାତ୍ର 10 ସେକେଣ୍ଡରେ ହେବ ଟ୍ରାଞ୍ଜାକ୍ସନ । ଆକାଉଣ୍ଟ ବାଲାନ୍ସକୁ ଆଉ ବାରମ୍ବାର ଯାଞ୍ଚ କରିପାରିବେନି ବ୍ୟବହାରକାରୀ । ଭୁଲ ବ୍ୟକ୍ତିଙ୍କ ନିକଟକୁ ଆଉ ଯିବନି ଟଙ୍କା ।

ପୁଣି ବ୍ୟାପୁଛି କରୋନା ; ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୨ ଶହ ଟପିଲା ।
ପୁଣିଥରେ କାୟା ମେଲାଇଛି କରୋନା । ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଆଜିସୁଦ୍ଧା, ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୨୦୦ ଅତିକ୍ରମ କରିଛି । କରୋନାରେ ଆକ୍ରାନ୍ତ ହୋଇ ୧୨

ଯୁଦ୍ଧରେ ଲାଗିଲା ବ୍ରେକ : ଅସ୍ତ୍ରବିରତି ପାଇଁ ଭାରତ – ପାକିସ୍ତାନ ହେଲେ ସହମିତି ।
ଯୁଦ୍ଧରେ ଅସ୍ତ୍ରବିରତି ପାଇଁ ଭାରତ – ପାକିସ୍ତାନ ହେଲେ ସହମିତି । ଭାରତ-ପାକିସ୍ତାନକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ସୂଚନା । ପ୍ରେସ୍ ବ୍ରିଫିଙ୍ଗ୍ କରି ସ୍ପଷ୍ଟ କଲା ବୈଦେଶିକ ବିଭାଗ । ଆଜି ଭାରତ-ପାକିସ୍ତାନ

ଭାରତ – ପାକିସ୍ଥାନ ଉତ୍ତେଜନା ନେଇ ସୋସିଆଲ ମିଡ଼ିଆରେ ଜାରୀରହିଛି ମିଥ୍ୟା ଖବର । ମିଥ୍ୟା ଖବରରୁ ଦେଶବାସୀ ଦୂରେଇ ରହିବାକୁ ସରକାରଙ୍କ ଅପିଲ ।
ପହଲଗାମ ଆକ୍ରମଣକୁ ନେଇ ଭାରତର ‘ଅପରେସନ ସିନ୍ଦୂର’ ପରେ ଉଭୟ ଦେଶ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଲାଗି ରହିଥିବାବେଳେ ଏପଟେ ସୋସିଆଲ ମିଡିଆ

‘ ଅପରେସନ ସିନ୍ଦୂର ‘ ଏହି ନାମକୁ ପସନ୍ଦ କଲେ ୧୪୦ କୋଟି ଭାରତୀୟ ।
‘ଅପରେସନ ସିନ୍ଦୂର’ (OPERATION SINDUR ) ୧୪୦ କୋଟି ଭାରତୀୟଙ୍କୁ ସେନାର ଏହି ଅପରେସନ ଯେତିକି ପସନ୍ଦ ଆସିଛି ଏହି ନାମ କରଣ ମଧ୍ୟ ତାଠୁ ଅଧିକ ପସନ୍ଦ ଆସିଛି । ପହଲଗାମରେ ହିନ୍ଦୁ

ସରକାର ଲଞ୍ଚ କଲେ (Aadhaar Authentication App) ଆଧାର ଅଥେଣ୍ଟିକେସନ୍ ଆପ୍ । ଡାଟା ପ୍ରାଇଭେସି କୁ ସୁରକ୍ଷିତ ରଖିବା ପାଇଁ ସରକାର ନେଲେ ଏଭଳି ପଦକ୍ଷେପ ।
କୌଣସି କାର୍ଯ୍ୟପାଇଁ ସାଙ୍ଗରେ ଆଉ ନେବାକୁ ପଡ଼ିବନି ଅରିଜିନାଲ ଆଧାର କାର୍ଡ କିମ୍ବା ଫଟୋ କପି । ସରକାର ଲଞ୍ଚ କଲେ (Aadhaar Authentication App) ଆଧାର ଅଥେଣ୍ଟିକେସନ୍ ଆପ୍ । ଡାଟା ପ୍ରାଇଭେସି

ଛତିଶଗଡରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଣି ଟଳିଲେ ୧୬ ମାଓବାଦୀ ।
ଛତିଶଗଡରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ପୁଣି ଟଳିଲେ ୧୬ ମାଓବାଦୀ । ଗୁଳି ବିନିମୟରେ ଆହତ ହେଲେ ୨ ସୁରକ୍ଷାକର୍ମୀ । ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ମିଳିଛି ପୁଣି

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନ । ଗଭୀର ଶୋକବ୍ୟକ୍ତ କଲେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।
ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନ । ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ (ଏମସ୍) ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ସାରାଦେଶରେ ଆଜିଠାରୁ ଲାଗୁହେଲା ଫାସଟ୍ୟାଗ୍(fast tag) ର ନୂଆ ନିୟମ ।
ସାରାଦେଶରେ ଫାସଟ୍ୟାଗ୍(fast tag)ର ନୂଆ ନିୟମ ଆଜି (ସୋମବାର) ଠାରୁ କଡ଼ାକଡ଼ି ଭାବେ ଲାଗୁ ହୋଇଛି । ଏଥିରେ ଉଲଙ୍ଘନ ହେଲେ ଲାଗିବ ଦୁଇଗୁଣ ଫାଇନ । ସରକାରଙ୍କ ପକ୍ଷରୁ ଜାରି ନୂଆ ନିୟମ

ମଣିପୁରରେ ଆଜି (ଗୁରୁବାର) ଠାରୁ ଲାଗୁହେଲା ରାଷ୍ଟ୍ରପତି ଶାସନ । ରାଷ୍ଟ୍ରପତି ଭବନରୁ ପ୍ରକାଶ ପାଇଲା ବିଜ୍ଞପ୍ତି ।
ରାଜ୍ୟପାଳଙ୍କ ସୁପାରିସ କ୍ରମେ ଆଜି (ଗୁରୁବାର) ଠାରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ଫେବୃଆରୀ 9