Explore

Search
Close this search box.

Search

April 17, 2026 3:36 pm

September 19, 2025

ଦେବଗଡ : ଜନ୍ତୁ ଶିକାର ପାଇଁ ଚାଲିଥିଲା ପ୍ରସ୍ତୁତି, ମାଡ଼ିବସିଲା ବନବିଭାଗ, ଶିକାରୀ ଗିରଫ ।

ମହଙ୍ଗା ପଡ଼ିଲା ଜଙ୍ଗଲରେ ଜନ୍ତୁ ଶିକାର । ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ଶିକାରୀକୁ ଗିରଫ କଲା ବନବିଭାଗ । ବାଇକ ସମେତ ଶିକାର ସରଞ୍ଜାମ ଜବତ । ଦେବଗଡ଼ ୧୯/୯

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer