Explore

Search
Close this search box.

Search

June 21, 2025 8:38 am

ରାଜ୍ୟ

ପବିତ୍ର ଉତ୍କଳ ଦିବସ ଅବସରରେ IAS ପାହ୍ୟାକୁ ପଦୋନ୍ନତି ପାଇଲେ ୩୦ ବରିଷ୍ଠ OAS ଅଫିସର।

ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ଆଇଏଏସ୍ (IAS ) ପାହ୍ୟାକୁ ପଦୋନ୍ନତି ପାଇଲେ ୩୦ ଜଣ ବରିଷ୍ଠ ଓଏଏସ (OAS) ଅଫିସର । ଏନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି

ଏଣିକି ସ୍କୁଲରେ ପିଲାଙ୍କୁ ମିଳିବ ମାଣ୍ଡିଆ ଲଡୁ । ଆରମ୍ଭ ହେଲା ଯୋଜନା, ଘୋଷଣା କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ ।

ଏଣିକି ସ୍କୁଲରେ ପିଲାଙ୍କୁ ମିଳିବ ମାଣ୍ଡିଆ ଲଡୁ । ସରକାରଙ୍କ ପିଏମ ପୋଷଣ ଯୋଜନାରେ ସାମିଲ ହେଲା ମାଣ୍ଡିଆ ଲଡୁ । ଏନେଇ ଘୋଷଣା କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ପିଏମ

ରାଜ୍ୟରେ ବଢ଼ିବନି ବିଦ୍ୟୁତ୍ ଦର , ପ୍ରେସ ମିଟ ରେ ଘୋଷଣା କଲା ଓଇଆରସି (OERC) ।

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆସିଲା ଖୁସି ଖବର । ରାଜ୍ୟରେ ବଢ଼ିବନି ବିଦ୍ୟୁତ ଦର । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିବା ନେଇ ପ୍ରେସମିଟ୍‌ରେ ଓଇଆରସି (OERC) ପକ୍ଷରୁ

ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ନିଷ୍ପତ୍ତି ନେଲେ ସରକାର ।

ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇଛନ୍ତି ମୋହନ ସରକାର । ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ

ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ବକ୍ତବ୍ୟକୁ ନିନ୍ଦା କଲା ବିଜେଡ଼ି ।

ବିଜେପି ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଦେଇଥିବା ବିବାଦୀୟ ମନ୍ତବ୍ୟ ବିକଶିତ ଓଡ଼ିଶା ପାଇଁ ନୁହଁ ବିଖଣ୍ଡିତ ଓଡ଼ିଶା ପାଇଁ ଉଦ୍ଧିଷ୍ଟ । ଏହାକୁ ବିଜେଡ଼ି ଦୃଢ଼ ନିନ୍ଦା

ପରଲୋକରେ ଓଲିଉଡ଼ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ।

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ୬୬ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଗତ କିଛିଦିନ ହେବ ଲିଭର ସିରୋସିସ ରୋଗରେ ସେ ପୀଡିତ ଥିଲେ

ଆଇ. ଟି. ରିଟର୍ଣ୍ଣ ଦେଉଥଲେବି କଟିବନି ରାସନ୍ କାର୍ଡ , ଯୋଗାଣ ମନ୍ତ୍ରୀ ଦେଲେ ସୂଚନା ।

ଆଇ. ଟି. ରିଟର୍ଣ୍ଣ ଦେଇଥିଲେବି କଟିବନି ରାସନ୍ କାର୍ଡ । ଏନେଇ ଆଜି ଆସିଛି ଏକ ଅପଡେଟ । ଏହି ଅପଡେଟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆୟକର ରିଟର୍ଣ୍ଣ (

ଦେବଗଡ ଜିଲ୍ଲାରେ ସରିଛି GSI G2 ସର୍ଭେ : ସୁନା ସହିତ ମିଳିଛି ତମ୍ବା, ନିକେଲ, ରୂପା ଓ ଗ୍ରାଫାଇଟ ର ସନ୍ଧାନ । ବିଧାନସଭାରେ ଖଣିମନ୍ତ୍ରୀ ଦେଲେ ସୂଚନା ।

ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଆଡସ ପଞ୍ଚାୟତର ଆଡ଼ସ ଓ ରାମପାଲି ଅଞ୍ଚଳରେ ମିଳିଛି ସୁନାର ସନ୍ଧାନ । ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା (GSI) ଦ୍ବାରା ଜି-୨ ସ୍ତରରେ ଅନୁସନ୍ଧାନ କରାଯାଇ ଉକ୍ତ ଅଞ୍ଚଳରେ

ରାଜ୍ୟରେ ଅଛନ୍ତି ମୋଟ୍ ୨୧୦୩ ଟି ହାତୀ । ପ୍ରତିବର୍ଷ ବିଭିନ୍ନ କାରଣରୁ ଯାଉଛି ହାରାହାରି ୮୧ ହାତୀଙ୍କ ଜୀବନ । ବିଧାନସଭାରେ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

ବିଧାନସଭାରେ ଉଠିଲା ହାତୀମୃତ୍ୟୁ ପ୍ରସଙ୍ଗ । ହାତୀମୃତ୍ୟୁ ପ୍ରସଙ୍ଗରେ ବିରୋଧିଙ୍କ ପ୍ରଶ୍ନର ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ୨୦୨୪ ମସିହା ନଭେମ୍ବର ମାସରେ ହୋଇଥିବା

ରାଜ୍ୟର ୩୧୪ ବ୍ଲକରେ ନିର୍ମାଣ ହେବ ବ୍ଲକସ୍ତରୀୟ ଷ୍ଟାଡ଼ିୟମ , ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ରାଜ୍ୟର ୩୧୪ ଟି ବ୍ଲକରେ ନିର୍ମାଣ ହେବ ବ୍ଲକସ୍ତରୀୟ ଷ୍ଟାଡ଼ିୟମ । ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ରାଜ୍ୟର ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନେଇଛନ୍ତି

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer