Explore

Search
Close this search box.

Search

April 23, 2026 6:02 pm

ଗଇଲ ଘାଟିରୁ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ।

ଦେବଗଡ଼ ଥାନା ଅନ୍ତର୍ଗତ ଗଇଲୋ ଘାଟି ଜଙ୍ଗଲରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣକ କାଳିଆକଟା ଗ୍ରାମର ପରମେଶ୍ଵର ବାଘଙ୍କ ପୁଅ ବିକାଶ (୨୦) ।

ବିକାଶ ବିଦ୍ୟୁତ୍ ବିଭାଗର କାର୍ଯ୍ୟ କରୁଥିବାବେଳେ ଶନିବାର ବାଇକ ଧରି ଅଫିସ ଯାଉଥିବା କହି ଘରୁ ବାହାରିଥିଲେ। ତେବେ ଗଇଲୋ ଘାଟି ସ୍ଥିତ ମା’ କୁଷ୍ମାଣ୍ଡାଙ୍କ ମନ୍ଦିର ନିକଟରେ ଗଛରେ ବିକାଶଙ୍କ ମୃତଦେହ ଏକ ରଶିରେ ଝୁଲୁଥିବା ସ୍ଥାନୀୟ କିଛି ଲୋକମାନେ ଦେଖିବାକୁ ପାଇଥିଲେ। ଏନେଇ ଦେବଗଡ଼ ଥାନା ପୁଲିସକୁ ସୂଚନା ଦେବାରୁ ବାରୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବିକାଶଙ୍କ ମୃତଦେହ ଉଦ୍ଧାର କରିଛି। ଏଥିସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି | କୋଉ କାରଣ ପାଇଁ ଯୁବକ ଜଣକ ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer