Explore

Search
Close this search box.

Search

April 23, 2026 9:28 pm

ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ୨୦୨୪-୨୫ ଖରିପ ବିପଣନ ଋତୁ ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଭlସି ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ ।

ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ୨୦୨୪-୨୫ ଖରିପ ବିପଣନ ଋତୁ ନିମନ୍ତେ  ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଭlସି ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ ।
ଦେବଗଡ଼ ଜିଲ୍ଲାପାଳଙ୍କ ଓସ୍ଵlନ୍ ସମ୍ମିଳନୀ କକ୍ଷଠlରେ ୨୦୨୪-୨୫ ଖରିପ ବିପଣନ ଋତୁ ନିମନ୍ତେ  ଧାନ କ୍ରୟର ଆଭାସି ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।  ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ ଦ୍ଵାରା ଚାଷୀ ମାନଙ୍କ ଠାରୁ ୨୦୨୪-୨୫ ଖରିପ୍ ବିପଣନ ଋତୁ ନିମନ୍ତେ ଧାନ କ୍ରୟ କିପରି ଜିଲ୍ଲା ରେ କ୍ରୟ କରାଯିବା ଉପରେ ସମିକ୍ଷା କରିଥିଲେ । ବୈଠକ ରେ ଜିଲ୍ଲାପାଳ କବିଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପ ଜିଲ୍ଲାପାଳ ପରୀକ୍ଷିତ ସାହୁ, ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା, ଅତିରିକ୍ତ ଯୋଗାଣ ଅଧିକାରୀ କେଦାରନାଥ ନାଏକ, ARCS ନିମାଇ ଚରଣ ନାୟକ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର, ତିନି ବ୍ଲକ୍ ର ଯୋଗାଣ ଅଧିକାରୀ, ନିୟନ୍ତ୍ରିତ ବଜାର କମିଟି ସେକ୍ରେଟେରୀ  ,ବିଭିନ୍ନ ବିଭାଗ ର ଅଧିକାରୀ  ଓ ଯୋଗାଣ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer