Explore

Search
Close this search box.

Search

April 23, 2026 5:43 pm

January 20, 2026

ଦେବଗଡ : ତିଲେଇବଣି ଗ୍ରାମରେ TPWODL ର ‘ଉଲା ମଡେଲ ରୁପଟପ୍ ସୋଲାର ପ୍ୟାନେଲ୍’ ଉଦଘାଟିତ ।

ଦେବଗଡ଼ ଜିଲ୍ଲାପାଳଙ୍କ ଦ୍ୱାରା ତିଲେଇବଣି ଗ୍ରାମରେ TPWODL ର ‘ଉଲା ମଡେଲ-ରୁପଟପ୍ ସୋଲାର ପ୍ୟାନେଲ୍’ ଉଦଘାଟିତ । ଜିଲ୍ଲାରେ ସବୁଜ ଶକ୍ତି ଉପଲବ୍ଧତା ହାସଲ କରିବା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ।

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer