Explore

Search
Close this search box.

Search

June 21, 2025 2:38 am

ରାଜ୍ୟ

ପାଣିପାଗ ବିଭାଗ ପୂର୍ବାନୁମାନ ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷିବ।

ପାଣିପାଗ ବିଭାଗର ପୂର୍ବାନୁମାନ ଆଜି ଓ ଆସନ୍ତା କାଲି (ବୁଧବାର, ଗୁରୁବାର) ଦୁଇଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି। କିଛି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଏବଂ ସ୍ଥାନେ ସ୍ଥାନେ ଅତି

ରାଜ୍ୟରେ ବିଜେପି ସରକାରଙ୍କୁ ପୁରିଲା ଗୋଟିଏ ବର୍ଷ । ସରକାରଙ୍କ ସଫଳତା ଓ ବିଫଳତାକୁ ନେଇ ପୁଣି ତେଜିଲା ରାଜନୀତି ।

ସରକାରଙ୍କ ଗୋଟିଏ ବର୍ଷର ସଫଳତା ଓ ବିଫଳତା କୁ ନେଇ ପୁଣିଥରେ ଯୋର୍ ଧରିଛି ରାଜନୀତି । ରାଜ୍ୟରେ ଶାସନାଧୀନ ବିଜେପି ( ଭାରତୀୟ ଜନତା ପାର୍ଟି) ସରକାର ଗୋଟିଏ ବର୍ଷ ପୂର୍ତ୍ତି ଉପଲକ୍ଷେ

ଦଶଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଯୁବ IAS ଅଫିସର ।

ଦଶଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଯୁବ IAS ଅଫିସର । ରେଡ ହ୍ୟାଣ୍ଡେଡରେ ୧୦ ଲକ୍ଷ ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡିଲେ କଳାହାଣ୍ଡି ଧର୍ମଗଡ ଉପ-ଜିଲ୍ଲାପାଳ ଧିମନ ଚକମା

ଦେବଗଡ ଜିଲ୍ଲା ଗସ୍ତରେ ଆସିଲେ ମୁଖ୍ୟମନ୍ତ୍ରୀ , ନବନିର୍ମିତ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସମେତ ୧୫ ଟି ପ୍ରକଳ୍ପର କଲେ ଶୁଭ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ପ୍ରାୟ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଓଡ଼ିଶା ଛୁଇଁଲା ମୌସୁମି ବାୟୁ । ଚଳିତବର୍ଷ ଆଗୁଆ ଅଗ୍ରସର ହୋଇଛି ମୌସୁମି ।

ଓଡ଼ିଶା ଛୁଇଁଛି ମୌସୁମୀ   ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ଓଡିଶାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ। ପାଗ ଅନୁକୂଳ

ବଜ୍ରପାତ ଜନିତ ମୃତ୍ୟୁ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ : ଏଥର ଲଗାଯିବ ବହୁ ସଂଖ୍ୟାରେ ତାଳଗଛ ।

ବଜ୍ରପାତ ଜନିତ ମୃତ୍ୟୁ ରୋକିବା ପାଇଁ ବର୍ତ୍ତମାନ ସରକାର ନେଇଛନ୍ତି ଏକ ବଡ଼ ପଦକ୍ଷେପ । ଅଧିକ ସଂଖ୍ୟାରେ ତାଳଗଛ ରୋପଣ କରାଯିବାକୁ ପୁଣିଥରେ ଅଣ୍ଟା ଭିଡିଛନ୍ତି ସରକାର। ବଜ୍ରପାତ ଜନିତ ମୃତ୍ୟୁ ରୋକିବା

ଆସୁଛି ମୌସୁମୀ : ଆଣ୍ଡାମାନ ଦ୍ଵୀପପୁଞ୍ଜରେ ପାଦ ଥାପିଛି ମୌସୁମୀ ବାୟୁ ।

ଆସୁଛି ମୌସୁମୀ । ଚଳିତ ବର୍ଷ ଆଗୁଆ ମୌସୁମୀ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି । ଆଜି ଆଣ୍ଡାମାନ ସାଗର ଛୁଇଁଛି ମୌସୁମୀ ବାୟୁ । ଆଣ୍ଡାମାନ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ପିଲାଙ୍କୁ ପାଠପ୍ରତି ଆକୃଷ୍ଟ କରିବା ପାଇଁ ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ଯାଦୁପେଡି।

ପିଲାଙ୍କୁ ପାଠପ୍ରତି ଆକୃଷ୍ଟ କରିବା ପାଇଁ ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ଯାଦୁପେଡି। NCERT (National Council of Educational Research and Training) ଦ୍ୱାରା ପ୍ରସ୍ତୁତ

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେରଖି ମେ ୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଲେ ସରକାର ।

ରାଜ୍ୟରେ ଜାରୀରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ବୃଦ୍ଧି ପାଉଛି ତାପମାତ୍ରା । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ଆସନ୍ତା ମେ

ଆସନ୍ତା ୧୧ ତାରିଖ ଦିନ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ କାର୍ଡ ।

ଆସନ୍ତା ୧୧ ତାରିଖ ଦିନ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ’ ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । ଏଥର ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ ଆୟୁଷ୍ମାନ ଭାରତ କାର୍ଡ । ଏନେଇ ପ୍ରେସମିଟ୍

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer