ସର୍ବଶେଷ ଖବର
ଦେବଗଡ : ହତ୍ୟା ଘଟଣାର ହେଲା ପର୍ଦ୍ଦାଫାସ, ଅଭିଯୁକ୍ତ ହୋମଗାର୍ଡ ଗିରଫ ।
November 26, 2025
11:01 pm
ଦେବଗଡ : ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଚାଲିଛି ସାଇବର ସୁରକ୍ଷା ସଚେତନତା ଅଭିଯାନ ।
November 8, 2025
2:21 pm
ଦେବଗଡ : ମେଣ୍ଢା ମାଂସ ବିକ୍ରିକୁ ନେଇ ହତ୍ୟାକାଣ୍ଡ । ବାପକୁ ଟାଙ୍ଗିଆରେ ହାଣି ହତ୍ୟାକଲା ପୁଅ ।
October 8, 2025
11:14 pm
ଦେବଗଡ : ଜନ୍ତୁ ଶିକାର ପାଇଁ ଚାଲିଥିଲା ପ୍ରସ୍ତୁତି, ମାଡ଼ିବସିଲା ବନବିଭାଗ, ଶିକାରୀ ଗିରଫ ।
September 19, 2025
10:57 pm

September 29, 2025

ଦେବଗଡ : କୈଳାସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଗୁଦୁରାପଦା ଚାମ୍ପିୟନ।
September 29, 2025
11:47 pm
ଦେବଗଡ ୨୯/୯ – ଦେବଗଡ ଜିଲ୍ଲା ଟାଇଁସର ପଞ୍ଚାୟତ ଅନ୍ତର୍ଗତ କୈଳାସ ଫୂଟବଲ କମିଟି ତରଫରୁ ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ୧୮ତମ ଦ୍ଵିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି ।

ଶାରଦୀୟ ଦୁର୍ଗାପୂଜା : ଆଜି ମା’ଙ୍କ ପୂଜା ମଣ୍ଡପରେ ପାଳନ ହେଉଛି ଭାଇ ଜିଉଁନ୍ତିଆ ଓଷା ।
September 29, 2025
10:10 pm
ଆଜି ମହାଷ୍ଟମୀରେ ସହରର ବିଭିନ୍ନ ପୂଜା ମଣ୍ଡପରେ ପାଳନ ହେଉଛି ଭାଇ ଜିଉଁନ୍ତିଆ ଓଷା । ଭଉଣୀମାନେ ନିଜ ଭାଇଙ୍କ ଶୁଭ ମନାସି ଏହି ଓଷା ପାଳନ କରୁଛନ୍ତି । ଦେବଗଡ ୨୯/୯(ସରୋଜ ଶତପଥୀ)


